Home Bibles ☰ Books ଗଣନା ପୁସ୍ତକ 28:25 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 28:25 · ଓଡ଼ିଆ ବାଇବେଲ

ତା'ପରେ ସପ୍ତମ ଦିନ ରେ ତୁମ୍ଭମାନଙ୍କର ପୁଣି ଏକ ପବିତ୍ର ସଭା ହବେ ଓ ସଦେିନ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।

Cross references

ଯାତ୍ରା ପୁସ୍ତକ 12:16

ଏହି ପର୍ବର ପ୍ରଥମ ଦିନ ଓ ଶଷେ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ତୁମ୍ଭମାନେେ ସହେି ଦିନ କିଛି କରିବା ଉଚିତ ନୁହେଁ। କବଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।

ଯାତ୍ରା ପୁସ୍ତକ 13:6

ସାତଦିନ ୟାଏ ତାଡୀଶୂନ୍ଯ ରୋଟୀ ଖାଇବ। ଏବଂ ସପ୍ତମଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଙ୍କର ସମ୍ମାନାର୍ଥେ ଏକ ବଡ ଭୋଜିର ଆଯୋଜନ କରିବ।

ଲେବୀୟ ପୁସ୍ତକ 23:3

ଛଅଦିନ କାମ କରାୟିବ, ମାତ୍ର ସପ୍ତମଦିନ ବିଶ୍ରାମଦିନ। ଅର୍ଥାତ୍ ପବିତ୍ର ଶଭା ହବେ। ତୁମ୍ଭମାନେେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ସଦାପ୍ରବୁଙ୍କ ଉଦ୍ଦେଶ୍ଯ ରେ ବିଶ୍ରାମଦିନ ହବେ।

ଲେବୀୟ ପୁସ୍ତକ 23:8

ମାତ୍ର ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନ ରେ ବିଶଷେ ସଭା ହବେ। ତୁମ୍ଭମାନେେ ସଦେିନ କୌଣସି ବ୍ଯବସାଯ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 23:21

ଠିକ୍ ସହେିଦିନ ତୁମ୍ଭମାନେେ ଏକ ପବିତ୍ର ସଭା ପାଇଁ ଘାଷେଣା କରିବ। ସହେି ଦିନ କୌଣସି ବ୍ଯବସାଯ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।

ଲେବୀୟ ପୁସ୍ତକ 23:25

ତୁମ୍ଭମାନେେ ସହେି ଦିନ କୌଣସି ବ୍ଯବସାଯିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 23:35

ପ୍ରଥମ ଦିନ ରେ ପବିତ୍ର ସଭା ହବେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବ ନାହିଁ।

ଗଣନା ପୁସ୍ତକ 28:18

ପ୍ରଥମ ଦିନ ରେ ଏକ ପବିତ୍ର ସଭା ହବୋ ଉଚିତ୍। ସଦେିନ ତୁମ୍ଭେ ମାନେ କୌଣସି ପ୍ରକାର କାର୍ୟ୍ଯ କରବା ଉଚିତ୍ ନୁହଁ।

ଗଣନା ପୁସ୍ତକ 28:26

ପୁଣି ପ୍ରଥମ ଫଳର ଦିନ ରେ ଅର୍ଥାତ୍ ଯେତବେେଳେ ତୁମ୍ଭମାନେେ ସାପ୍ତାହିକୀ ପର୍ବ ରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ଯ ନବୈେଦ୍ଯ ଆଣିବ, ସେତବେେଳେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ ସଦେିନ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।

ଗଣନା ପୁସ୍ତକ 29:1

ଆଉ ସପ୍ତମ ମାସର ପ୍ରଥମ ଦିନ ରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହବୋ ଉଚିତ୍। ସହେି ଦିନ ରେ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ। ସହେି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ବନି କରିବାର ଦିନ।

ଗଣନା ପୁସ୍ତକ 29:12

ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।

ଗଣନା ପୁସ୍ତକ 29:35

ଆଉ ଅଷ୍ଟମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବେ। ସହେିଦିନ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।

Interlinear

Choose Theme