Home Bibles ଲେବୀୟ ପୁସ୍ତକ 23:21 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 23:21 · ଓଡ଼ିଆ ବାଇବେଲ

ଠିକ୍ ସହେିଦିନ ତୁମ୍ଭମାନେେ ଏକ ପବିତ୍ର ସଭା ପାଇଁ ଘାଷେଣା କରିବ। ସହେି ଦିନ କୌଣସି ବ୍ଯବସାଯ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।

Cross references

ଆଦି ପୁସ୍ତକ 17:7

ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।

ଯାତ୍ରା ପୁସ୍ତକ 12:16

ଏହି ପର୍ବର ପ୍ରଥମ ଦିନ ଓ ଶଷେ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ତୁମ୍ଭମାନେେ ସହେି ଦିନ କିଛି କରିବା ଉଚିତ ନୁହେଁ। କବଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।

ଯାତ୍ରା ପୁସ୍ତକ 27:21

ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛ ରେ ଥିବା ନିଯମ-ସିନ୍ଦୁକ ଓ ଏହାର ସମ୍ମୁଖ ରେ ଥିବା ଏହାକୁ ସନ୍ଧ୍ଯାରୁ ସକାଳ ପର୍ୟ୍ଯନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ଯବସ୍ଥା ଇଶ୍ରାୟେଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରପୁଜ୍ଯ ହବେ।

ଲେବୀୟ ପୁସ୍ତକ 23:2

ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘାଷେଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।

ଲେବୀୟ ପୁସ୍ତକ 23:4

ଏଗୁଡିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭମାନେେ ସହେି ନିରୂପିତ ଦିନ ରେ ପବିତ୍ର ସଭା ଘାଷେଣା କରିବ।

ଲେବୀୟ ପୁସ୍ତକ 23:7

ପର୍ବର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ସଦେିନ ତୁମ୍ଭମାନେେ କୌଣସି ବ୍ଯବସାଯ କର୍ମ କରିବ ନାହିଁ।

ଲେବୀୟ ପୁସ୍ତକ 23:14

ତୁମ୍ଭମାନେେ ଯେଉଁ ପର୍ୟ୍ଯନ୍ତ ନୂତନ ଶସ୍ଯର ନବୈେଦ୍ଯ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନ ଆଣିଛ ସପେର୍ୟ୍ଯନ୍ତ ତୁମ୍ଭମାନେେ ରୋଟୀ, କି ଭଜା ଶସ୍ଯ କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନ ରେ ଏହା ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ହବେ।

ଲେବୀୟ ପୁସ୍ତକ 23:31

ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ ସଦେିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ଅଟେ।

ଗଣନା ପୁସ୍ତକ 18:23

ମାତ୍ର ଲବେୀମାନେ ସମାଗମ ତମ୍ବୁର ସବୋ କରିବେ ଓ ସମାନେେ ଏଥିପାଇଁ ଦାଯୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହବେ। କିନ୍ତୁ ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଦେଶ ଅଧିକାର ପାଇବେ ନାହିଁ।

ଦିତୀୟ ବିବରଣ 16:11

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣଯ କରିବେ, ସହେି ସ୍ଥାନ ରେ ତାଙ୍କ ସମ୍ମକ୍ସ୍ଟଖ ରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର ତୁମ୍ଭର କନ୍ଯା ଓ ତୁମ୍ଭର ଦାସ ଦାସୀ, ତକ୍ସ୍ଟମ୍ଭ ନଗର ଦ୍ବାରର ଲବେୀୟ ଲୋକ ଓ ତକ୍ସ୍ଟମ୍ଭ ମଧିଅରେ ଥିବା ବିଦେଶୀଯ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ।

ଯିଶାଇୟ 11:10

ସହେି ସମୟରେ ଏକ ବିଶଷେ ବ୍ଯକ୍ତି ୟିଶଯର ପରିବାରରୁ ଧ୍ବଜା ସ୍ବରୂପ ଆସିବେ। ସହେି ଧ୍ବଜା ତାଙ୍କ ଚତୁର୍ଦ୍ଦିଗ ରେ ଏକତ୍ରୀତ ହବୋକୁ ଦଖାଇବେେ। ଆଉ ମଧ୍ଯ ଗୋଷ୍ଠୀଯମାନଙ୍କୁ ଉଚିତ କର୍ମ କରିବାକୁ ନିର୍ଦ୍ଦେଶ ଦବେ। ସହେି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହବେ ଓ ଗୌରବନ୍ବିତ ହବେ।

Interlinear

Choose Theme