ମାତ୍ର ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନ ରେ ବିଶଷେ ସଭା ହବେ। ତୁମ୍ଭମାନେେ ସଦେିନ କୌଣସି ବ୍ଯବସାଯ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।
Cross references
ସାତଦିନ ୟାଏ ତାଡୀଶୂନ୍ଯ ରୋଟୀ ଖାଇବ। ଏବଂ ସପ୍ତମଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଙ୍କର ସମ୍ମାନାର୍ଥେ ଏକ ବଡ ଭୋଜିର ଆଯୋଜନ କରିବ।
ପର୍ବର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ସଦେିନ ତୁମ୍ଭମାନେେ କୌଣସି ବ୍ଯବସାଯ କର୍ମ କରିବ ନାହିଁ।
ପ୍ରଥମ ଦିନ ରେ ଏକ ପବିତ୍ର ସଭା ହବୋ ଉଚିତ୍। ସଦେିନ ତୁମ୍ଭେ ମାନେ କୌଣସି ପ୍ରକାର କାର୍ୟ୍ଯ କରବା ଉଚିତ୍ ନୁହଁ।
ତା'ପରେ ସପ୍ତମ ଦିନ ରେ ତୁମ୍ଭମାନଙ୍କର ପୁଣି ଏକ ପବିତ୍ର ସଭା ହବେ ଓ ସଦେିନ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।
ପୁଣି ପ୍ରଥମ ଫଳର ଦିନ ରେ ଅର୍ଥାତ୍ ଯେତବେେଳେ ତୁମ୍ଭମାନେେ ସାପ୍ତାହିକୀ ପର୍ବ ରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ଯ ନବୈେଦ୍ଯ ଆଣିବ, ସେତବେେଳେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ ସଦେିନ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।
ଭୋଜିର ସାତଦିନ ସମୟ ୟାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିବା ଉଚିତ୍। ସାତଦିନ ୟାଏ ପ୍ରତିଦିନ ନିର୍ଦ୍ ଦୋଷ ସାତ ବୃଷଭ ଓ ସାତ ମଷେ, ଆଉ ପାପାର୍ଥକ ବଳିରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ।