Home Bibles ଗଣନା ପୁସ୍ତକ 26:47 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 26:47 · ଓଡ଼ିଆ ବାଇବେଲ

ଆଶରରେ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା ଥିଲା 53400

Cross references

ଗଣନା ପୁସ୍ତକ 1:40

ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

ଗଣନା ପୁସ୍ତକ 2:27

ଦାନ ଗୋଷ୍ଠୀର ଛାଉଣୀ ପାଖ ରେ ଆଶରେ ଗୋଷ୍ଠୀର ଛାଉଣୀ ରହିବ; ଆକ୍ରଣର ପୁତ୍ର ପଗୀଯଲେ ଆଶରେ ସନ୍ତାନଗଣର ଅଧିପତି ହବେ।

Interlinear

Choose Theme