Home Bibles ଯାତ୍ରା ପୁସ୍ତକ 38:25 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 38:25 · ଓଡ଼ିଆ ବାଇବେଲ

ଯେତେ ଲୋକ ଗଣିତ ହାଇେଥିଲେ, ସମାନେେ 100 ଶକେଲ ସୁବର୍ଣ୍ଣ ଓ 1 ,775 ଶକେଲ ରୂପା କାର୍ୟ୍ଯାଳଯ ମାପ ଦ୍ବାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।

Cross references

ଯାତ୍ରା ପୁସ୍ତକ 30:12

ତୁମ୍ଭେ ଗଣିତ ହାଇେଥିବା ଲୋକମାନଙ୍କର ସଂଖ୍ଯା ଅନୁସାରେ ଇଶ୍ରାୟେଲ ସନ୍ତାନମାନଙ୍କୁ ଗଣନା କରିବ। ସେତବେେଳେ ସମାନଙ୍କେର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାଯଶ୍ଚିତ କରିବେ। ତହିଁରେ ସମାନଙ୍କେ ମଧିଅରେ ଗଣନା ସମୟରେ ଆଘାତ ହବେ ନାହିଁ।

ଯାତ୍ରା ପୁସ୍ତକ 30:16

ସହେି ଅର୍ଥକୁ ଇଶ୍ରାୟେଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ ତମ୍ବୁର କାର୍ୟ୍ଯାର୍ଥେ ବିନି ଯଗେ କର। ଏହି ଦଯେ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ଯମ ହବେ। ସମାନେେ ସମାନଙ୍କେର ଜୀବନ ପା୍ରଯଶ୍ଚିତ ପାଇଁ ଏହା ଦାନ କରିବେ।

Interlinear

Choose Theme