Home Bibles ☰ Books ଯାତ୍ରା ପୁସ୍ତକ 6:15 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 6:15 · ଓଡ଼ିଆ ବାଇବେଲ

ଶିମିୟୋନଙ୍କର ପୁତ୍ର ୟିମୂଯଲେ, ୟାମୀନ୍ ଓ ଓହଦ୍, ୟାଖୀନ୍, ସୋହର ଓ କିଣାନୀଯା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେଶିମିଯୋନଙ୍କର ବଂଶ।

Cross references

ଆଦି ପୁସ୍ତକ 46:10

ଶିମିୟୋନର ପୁତ୍ର ୟିମୁଏଲ, ୟାମୀନ୍, ଓହଦ୍, ୟାଖୀନ୍, ସୋହର ଓ ତାହାର କିଣାନୀଯ ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।

ଗଣନା ପୁସ୍ତକ 26:12

ଏହି ପୁରୁଷମାନେ ହେଲେଶିମିଯୋନର ପରିବାରବର୍ଗ। ନମୂଯଲଠାରୁେ ନମୂଯଲେୀଯ ଗୋଷ୍ଠୀ ଏବଂ ୟାମୀନଠାରୁ ୟାମୀନୀଯ ଗୋଷ୍ଠୀ ଏବଂ ୟାଖୀନଠାରୁ ୟାଖୀନୀଯ ଗୋଷ୍ଠୀ।

ପ୍ରଥମ ବଂଶାବଳୀ 4:24

ଶିମିୟୋନଙ୍କର ପୁତ୍ରମାନେ ଥିଲେ ନମୂଯଲେ, ୟାମୀନ, ୟାରୀବ, ସରହେ ଓ ଶୌଲ।

Interlinear

Choose Theme