Home Bibles ପ୍ରଥମ ରାଜାବଳୀ 7:21 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 7:21 · ଓଡ଼ିଆ ବାଇବେଲ

ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍‌ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍‌ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।

Cross references

ରୂତର ବିବରଣ 2:19

ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, ଆଜି ତୁମ୍ଭେ କେଉଁଠାରକ୍ସ୍ଟ ଏହି ଶସ୍ଯ ସଂଗ୍ରହ କଲ? କେଉଁଠାକକ୍ସ୍ଟ ତୁମ୍ଭେ ଗଲ ଓ କାମ କଲ? ୟିଏ ତୁମ୍ଭକୁ ଶସ୍ଯ ଦଲୋ, ସେ ଧନ୍ଯ ହେଉ।

ରୂତର ବିବରଣ 4:21

ସଲ୍ମୋନର ପକ୍ସ୍ଟତ୍ର ବୋୟଜ ଓ ବୋୟଜର ପକ୍ସ୍ଟତ୍ର ଓବଦେ,

ଦିତୀୟ ଶାମୁୟେଲ 7:12

ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।

ପ୍ରଥମ ରାଜାବଳୀ 6:3

ଆଉ ମନ୍ଦିରର ପବିତ୍ରସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା।

ପ୍ରଥମ ରାଜାବଳୀ 7:12

ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁପାଶର୍‌ବସର କାନ୍ଥ ଥିଲା।ସସହି କାନ୍ଥଗୁଡିକ ତିନିଧାଡି ପ୍ରସ୍ତର ଓ ଏକଧାଡି ଏରସ କଡି କାଠସର ନିର୍ମିତସହାଇ ଥିଲା।

ଦିତୀୟ ବଂଶାବଳୀ 3:17

ଏହାପରେ ଶଲୋମନ ମନ୍ଦିର ସମ୍ମୁଖ ରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାଶର୍‌ବ ରେ ଓ ଅନ୍ୟଟି ଦକ୍ଷିଣ ପାଶର୍‌ବ ରେ ଛିଡ଼ା ହେଲା। ଦକ୍ଷିଣ ପାଶର୍‌ବ ରେ ଥିବା ସ୍ତମ୍ଭର ନାମ ଶଲୋମନ ୟାଖୀନ୍ ରଖିଲେ। ଏବଂ ବାମ ପାଶର୍‌ବସ୍ଥ ସ୍ତମ୍ଭର ନାମ ଶଲୋମନ ବୋଯସ୍ ରଖିଲେ।

ଦିତୀୟ ବଂଶାବଳୀ 4:13

ଏହି ଦୁଇଟି କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରେତ୍ୟକକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ୟାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗ ରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘାଡ଼ୋଇ ଥିଲା।

ଯିଶାଇୟ 9:7

ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।

ଯିଶାଇୟ 45:24

ତାହା ହେଲେ ଲୋକେ କହିବେ, କବଳେ ସଦାପ୍ରଭୁଙ୍କଠା ରେ ଧାର୍ମିକତା ଓ ଶକ୍ତି ଅଛି।'

ଯିହିଜିକଲ 40:48

ତବେେ ସେ ମାେତେ ମନ୍ଦିରର ବାରଣ୍ଡାରୁ ଆଣି ବାରଣ୍ଡା ରେ ଥିବା ପ୍ରେତ୍ୟକକ ଉପସ୍ତମ୍ଭ ମାପିଲେ। ତାହାର ପ୍ରେତ୍ୟକକ ପାଖ କାନ୍ଥର ର୍ଦୈଘ୍ଯ ପାଞ୍ଚହାତ ଥିଲା ଓ ପ୍ରସ୍ଥ ତିନିହାତ ଥିଲା ଓ ସମାନଙ୍କେ ମଧିଅରେ ପନ୍ଦର ହାତ ଜାଗା ଥିଲା।

ଯିହିଜିକଲ 40:49

ତ୍ବରଣଟିର ର୍ଦୈଘ୍ଯ କୋଡ଼ିଏ ହାତ ଓ ପ୍ରସ୍ଥ ବାର ହାତ ଥିଲା। ଦଶଟି ପାହାଚ ତ୍ବରଣକୁ ୟାଇଥିଲା। ଉଭୟ ପାଶର୍‌ବର ପ୍ରେତ୍ୟକକ କାନ୍ଥ ପାଇଁ ଦୁଇଟି ଲଖାଏଁେ ସ୍ତମ୍ଭ ଥିଲା। ଗୋଟିଏ କାନ୍ଥ ରେ ଗୋଟିଏ ସ୍ତମ୍ଭ ଥିଲା।

ମାଥିଉଲିଖିତ ସୁସମାଚାର 16:18

ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 2:9

ଯାକୁବ, ପିତର ଓସଯାହନସନତା ରୂଲପ ପରିଗଣିତସହଉଥିଲଲ।ସସମାଲନସଦଖିଲଲସଯ, ପରଲମଶ୍ବରସମାଲତ ଏହି ବିଶଲଷ ଅନୁଗ୍ରହ ପ୍ରଦାନ କରିଛନ୍ତି।ସସଥିପାଇଁସସମାଲନ ବର୍ଣ୍ଣବବା ଓସମାଲତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲଲ। ଯାକୁବ, ପିତର ଓସଯାହନ କହିଲଲ, ପାଉଲ ଓ ବର୍ଣ୍ଣବବା, ତୁମ୍ଲଭମାଲନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥାସର ଆମ୍ଲଭମାଲନ ରାଜି ଅଛୁ। ମାତ୍ର ଆମ୍ଲଭମାଲନ ଯିହୂଦୀମାନଙ୍କ ପାଖକୁ ୟିବୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:12

ଯେ ବିଜଯୀ ହୁଏ, ତାହାକୁ ମୁଁ ମାରେ ପରମେଶ୍ବରଙ୍କ ମନ୍ଦିର ରେ ଗୋଟିଏ ସ୍ତମ୍ଭ ସ୍ବରୂପ ରଖିବି। ସେ କଦାପି ସଠାରୁେ ସ୍ଥାନଚ୍ଯୁତ ହବେ ନାହିଁ। ମୁଁ ସହେି ଲୋକ ଉପରେ ପରମେଶ୍ବରଙ୍କ ନାମ ଲେଖିବି। ମାେ ପରମେଶ୍ବରଙ୍କର ନଗରର ନାମ ମଧ୍ଯ ମୁଁ ତା' ଉପରେ ଲେଖିବି। ଏହି ନଗରର ନାମ ନୂତନ ୟିରୁଶାଲମ। ସହେି ନଗର ମାହେର ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ଆସୁଅଛି। ମୁଁ ମାରେନୂତନ ନାମ ମଧ୍ଯ ସହେି ଲୋକ ଉପରେ ଲେଖିବି।

Interlinear

Choose Theme