ତେଣୁ ବାଲାକ୍ ସହେି ଅନୁସାରେ କଲେ ଓ ପ୍ରେତ୍ୟକକ ୟଜ୍ଞବଦେୀ ରେ ଗୋଟିଏ ଗୋବତ୍ସ ଓ ଗୋଟିଏ ଗୋଟିଏ ଅଣ୍ତିରା ମଷେ ଉତ୍ସର୍ଗ କଲେ।
Cross references
ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।
ତହୁଁ ବାଲାକ୍ କିଛି ଗାଈ ଓ ମଷେ ବଳିଦାନ କରି ବିଲିଯମ ତାହାର (ବାଲାକ୍) ସଗୀଂ ଅଧିପତିମାନଙ୍କୁ ମାଂସ ଦେଲେ।
ତା'ପରେ ବିଲିଯମ ବାଲାକକୁ କହିଲେ, ଏଠା ରେ ମାେ ପାଇଁ ସାତ ଗୋଟି ୟଜ୍ଞବଦେୀ ନିର୍ମାଣ କର। ମାେ ପାଇଁ ସାତଟି ଷଣ୍ତ ଓ ସାତଟି ମଷେ ପ୍ରସ୍ତୁତ କର।
ବାଲାକ୍ ବିଲିଯମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିଯମ ପ୍ରେତ୍ୟକକ ୟଜ୍ଞବଦେୀ ରେ ଏକ ଏକ ଗୋବତ୍ସ ଓ ଏକ ଏକ ମଷେ ଉତ୍ସର୍ଗ କଲେ।
ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।