ଗଣନା ପୁସ୍ତକ 23:29 · ଓଡ଼ିଆ ବାଇବେଲ
ତହୁଁ ବିଲିଯମ ବାଲାକ୍ କୁ କହିଲେ, ଏହି ସ୍ଥାନ ରେ ମାେ ପାଇଁ ସାତ ଗୋଟି ୟଜ୍ଞବଦେୀ ନିର୍ମାଣ କର ଓ ଏହି ସ୍ଥାନ ରେ ମାେ ପାଇଁ ସାତଟି ଷଣ୍ତ ଓ ସାତଟି ଅଣ୍ତିରା ମଷେ ଆଯୋଜନ କର।
Cross references
ଗଣନା ପୁସ୍ତକ 23:1
ତା'ପରେ ବିଲିଯମ ବାଲାକକୁ କହିଲେ, ଏଠା ରେ ମାେ ପାଇଁ ସାତ ଗୋଟି ୟଜ୍ଞବଦେୀ ନିର୍ମାଣ କର। ମାେ ପାଇଁ ସାତଟି ଷଣ୍ତ ଓ ସାତଟି ମଷେ ପ୍ରସ୍ତୁତ କର।
ଗଣନା ପୁସ୍ତକ 23:2
ବାଲାକ୍ ବିଲିଯମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିଯମ ପ୍ରେତ୍ୟକକ ୟଜ୍ଞବଦେୀ ରେ ଏକ ଏକ ଗୋବତ୍ସ ଓ ଏକ ଏକ ମଷେ ଉତ୍ସର୍ଗ କଲେ।