Home Bibles ଗଣନା ପୁସ୍ତକ 24:1 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 24:1 · ଓଡ଼ିଆ ବାଇବେଲ

ବିଲିଯମ ହୃଦବୋଧ କଲେ ଯେ, ସଦାପ୍ରଭୁ ଇଶ୍ରାୟେଲକୁ ଆଶୀର୍ବାଦ କରିବାକୁ ଚାହିଁଲେ। ତେଣୁ ସେ ପୂର୍ବପରି କୌଣସି ନବୈେଦ୍ଯ ପ୍ରଯୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁ୍ଚ୍ଛାଟା ରେ ମରୁଭୂମି ଆଡେ ନିଜ ମୁଖ ରଖିଲା।

Cross references

ଗଣନା ପୁସ୍ତକ 22:13

ଏଥି ରେ ବିଲିଯମ ପ୍ରାତଃକାଳ ରେ ଉଠି ବାଲାକ୍ଙ୍କ ଅଧିପତିମାନଙ୍କୁ କହିଲେ, ତୁମ୍ଭମାନେେ ଆପଣା ଦେଶକୁ ଚାଲିୟାଅ, କାରଣ ସଦାପ୍ରଭୁ ମାେତେ ତୁମ୍ଭମାନଙ୍କ ସହିତ ୟିବାକୁ ଅନୁମତି ଦେଲେ ନାହିଁ।

ଗଣନା ପୁସ୍ତକ 23:3

ତହୁଁ ବିଲିଯମ ବାଲାକକୁ କହିଲେ, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ୟିବି। ପ୍ରାଯ ସଦାପ୍ରଭୁ ମାେତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦବେେ, ତାହା ହିଁ ତୁମ୍ଭକୁ କହିବି। ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।

ଗଣନା ପୁସ୍ତକ 23:15

ବିଲିଯମ ବାଲାକକୁ କହିଲେ, ତୁମ୍ଭେ ତୁମ୍ଭର ହାମବେଳି ନିକଟରେ ଛିଡାହୁଅ। ମୁଁ ସହେି ସ୍ଥାନ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବି।

ଗଣନା ପୁସ୍ତକ 23:20

ଦେଖ, ସଦାପ୍ରଭୁ ମାେତେ ଆଶୀର୍ବାଦ କରିବାକୁ ଆଜ୍ଞା ଦଇେଛନ୍ତି। ସେ ନିଜେ ମଧ୍ଯ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଏହା ଅନ୍ୟଥା କରି ନପା ରେ।

ଗଣନା ପୁସ୍ତକ 23:23

କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'

ଗଣନା ପୁସ୍ତକ 23:28

ଏଣୁ ବାଲାକ୍ ବିଲିଯମ ମରୁଭୂମି ଅଭିମୁଖ ରେ ପିୟୋର ଶିଖରକୁ ନଇଗେଲେ।

ଗଣନା ପୁସ୍ତକ 31:16

ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିଯମର ପରାମର୍ଶ ରେ ପିୟୋରଠା ରେ ଇଶ୍ରାୟେଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆଗଇେ ନଇେଥିଲେ। ସେଥି ସକାେଶ ସଦାପ୍ରଭୁଙ୍କ ଲୋକମାନଙ୍କ ମଧିଅରେ ମହାମାରୀ ହେଲା।

ପ୍ରଥମ ଶାମୁୟେଲ 24:20

ମୁ ଜାଣେ ତୁମ୍ଭେ ଇଶ୍ରାୟେଲର ରାଜା ହବେ। ତୁମ୍ଭେ ଇଶ୍ରାୟେଲକକ୍ସ୍ଟ ଶାସନ କରିବ।

ପ୍ରଥମ ଶାମୁୟେଲ 26:2

ଶାଉଲ ସୀଫ୍ ମରକ୍ସ୍ଟଭୂମିକକ୍ସ୍ଟ ଗଲେ, ଦାଉଦଙ୍କକ୍ସ୍ଟ ଖାଜେିବ ପାଇଁ ଇଶ୍ରାୟେଲର 3,000 ବଛା ବଛା ସୈନିକ ନଇେ ସୀଫ୍ ପ୍ରାନ୍ତରରକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 26:25

ତା'ପରେ ଶାଉଲ ଦାଉଦଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ତୁମ୍ଭର ଆଶୀର୍ବାଦ କରନ୍ତକ୍ସ୍ଟ ହେ ମାରେ ପକ୍ସ୍ଟତ୍ର, ଦାଉଦ, ତୁମ୍ଭେ ମହାନ କାର୍ୟ୍ଯ କରିବ ଓ ତୁମ୍ଭେ ମଧ୍ଯ ସେଥି ରେ ସଫଳ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:14

ତଥାପି ମାରେ ତୁମ୍ଭ ବିରୁଦ୍ଧ ରେ କିଛି କହିବାକୁ ଅଛି : ତୁମ୍ଭ ଦଳ ଭିତରୁ କେତକେ ଲୋକ ବିଲିଯାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିଯାମ ବାଲାକ ପ୍ରତିମାକୁ ଅର୍ପିତ ହାଇେଥିବା ଖାଦ୍ୟ ଖାଇବା ପାଇଁ ଓ ୟୌନଗତ ପାପ କରି ଇଶ୍ରାୟେଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା।

Interlinear

Choose Theme