Home Bibles ☰ Books ଗଣନା ପୁସ୍ତକ 22:27 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 22:27 · ଓଡ଼ିଆ ବାଇବେଲ

ସେତବେେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିଯମକୁ ପିଠି ରେ ଧରି ତଳେ ଶାଇେ ପଡିଲା। ଏଥି ରେ ବିଲିଯମର କୋର୍ଧ ପ୍ରଜ୍ବଳିତ ହେଲା ଓ ଗଧକୁ ଆପଣା ଆଶାବାଡି ରେ ପ୍ରହାର କଲେ।

Cross references

ହିତୋପଦେଶ 14:16

ଜ୍ଞାନୀ ଲୋକମାନେ ସଦାପ୍ରଭୁଙ୍କୁ ସମ୍ମାନ କରନ୍ତି ଏବଂ କୁକର୍ମକୁ ଘୃଣା କରନ୍ତି। ମାତ୍ର ଅଧାର୍ମିକମାନେ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।

ହିତୋପଦେଶ 27:3

ପଥର ଭାରୀ ଅଟେ ମାତ୍ର ବାଲି ପ୍ରବଳ ଅଟେ। ଅଜ୍ଞାନୀ ଦ୍ବାରା ଯେଉଁ ସମସ୍ଯା ଆ ସେ ତାହା ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ଅଟେ।

ଯାକୁବଙ୍କ ପତ୍ 1:19

ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

Interlinear

Choose Theme