Home Bibles ☰ Books ଗଣନା ପୁସ୍ତକ 22:26 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 22:26 · ଓଡ଼ିଆ ବାଇବେଲ

ଏହାପରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ୟାଇ ଏକ ସଂକୀର୍ଣ ସ୍ଥାନ ରେ ଠିଆ ହେଲେ, ସଠାେରେ ଗଧକୁ ବାମ କିମ୍ବା ଡାହାଣକୁ ଫରେିବାର ସ୍ଥାନ ନ ଥିଲା।

Cross references

ଯିଶାଇୟ 26:11

ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।

ହୋଶେୟ 2:6

ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ବାରା ଅବ ରୋଧ କରିବା। ତା'ର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳ ରେ ସେ ଆଉ ପଥ ପାଇବ ନାହିଁ।

Interlinear

Choose Theme