Cross references
ସଦାପ୍ରଭୁ ପରମେଶ୍ବରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧିଅରେ ସର୍ପ ସମସ୍ତଙ୍କଠାରୁ ଚ଼ତୁର ଥିଲା। ସର୍ପଟି ସ୍ତ୍ରୀ ଲୋକଟିକୁ କହିଲା, ଏହା କ'ଣ ସତ୍ଯ ଯେ ପରମେଶ୍ବର ଉଦ୍ୟାନର କୌଣସି ବୃକ୍ଷର ଫଳ ନଖାଇବା ପାଇଁ ତୁମ୍ଭଙ୍କୁ କହିଲେ?
ପରମେଶ୍ବର ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ତିଆରି କରିଛନ୍ତି। ତେଣୁ ଯେ କହେି ମନୁଷ୍ଯକୁ ହତ୍ଯା କରିବ ସେ ନିଶ୍ଚିତ ଅନ୍ୟ ମନୁଷ୍ଯ ଦ୍ବାରା ମରାୟିବ।
ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।
ତେଣୁ ତୁମ୍ଭମାନେେ ଶୁଚି-ଅଶୁଚି ପଶୁ ଓ ଶୁଚି ଅଶୁଚି ପକ୍ଷୀ ମଧିଅରେ ପ୍ରଭଦେ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉ ରୋଗମୀ ପ୍ରାଣୀ ମଧ୍ଯ ଖାଇବ ନାହିଁ। ଆମ୍ଭେ ସଗେୁଡିକୁ ଘୃଣା ଯୋଗ୍ଯ କରିଅଛୁ।
କିନ୍ତୁ ତୁମ୍ଭମାନେେ ଯଦି ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ବାକ୍ଯ ନଶକ୍ସ୍ଟଣ, ଯତ୍ନଶୀଳ ନହକ୍ସ୍ଟଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିଯମ ପାଳନ ନକର, ଯାହା ମୁ ତୁମ୍ଭମାନଙ୍କୁ ଦେଉଛି। ତବେେ ଏହି ଅଭିଶାପଗକ୍ସ୍ଟଡିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।
ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହବେେ। ତାହାଙ୍କ ଶତ୍ରୁଗଣ ଅଧୋମୁଖ ହାଇେ ନତ ମସ୍ତକ ହବେେ।
ଏଥି ରେ ତୁମ୍ଭେ ଅବନତ ହବେ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ବର କ୍ଷୀଣ ହବେ ଓ ତାହା ଭୂତର ସ୍ବର ତୁଲ୍ଯ ହବେ। ତୁମ୍ଭର ସ୍ବର ଧୂଳି ଉପରୁ ଫୁସଫୁସ ଶବ୍ଦ ସ୍ବର ରେ କହିଲା ପରି ହବେ।'
ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ, ସିଂହ ଗୋରୁପଲ ପରି ନଡ଼ା ଖାଇବ। ପୁଣି ଧୂଳି ସର୍ପର ଖାଦ୍ୟ ହବେ। ସମାନେେ ଆମ୍ଭ ପବିତ୍ର ପର୍ବତ ରେ କୌଣସି ସ୍ଥାନ ରେ ହିଂସା କି ବିନାଶ କରିବେ ନାହିଁ। ସଦାପ୍ରଭୁ ଏହା କୁହନ୍ତି।
ସମାନେେ ସର୍ପ ପରି ଧୂଳି ଗ୍ଭଟିବେ। ସମାନେେ ଭୟ ରେ କମ୍ପିତ ହବେେ। ଆଉ ସମାନେେ କୀଟମାନଙ୍କ ପରି ସମାନଙ୍କେର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶଷେ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ।