ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ୟିହକ୍ସ୍ଟଦୀଯମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦବୋ ପାଇଁ ଆଦେଶ ଦେଲେ। ଏହାକକ୍ସ୍ଟ ଧନକ୍ସ୍ଟ କକ୍ସ୍ଟହାୟାଏ। ଏହା ୟାଶରେ ପୁସ୍ତକକରେ ଲଖାେଅଛି।
Cross references
ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
ଯେଉଁ ଦିନ ତୁମ୍ଭେ ହାରେବେ ରେ ସଦାପ୍ରଭୁ ପରମେଶ୍ବରଙ୍କ ଛାମକ୍ସ୍ଟ ରେ ଛିଡା ହାଇେଥିଲ, ସେତବେେଳେ ସଦାପ୍ରଭୁ ମାେତେ କହିଲେ, 'ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ଯ ସମାନଙ୍କେୁ ଶକ୍ସ୍ଟଣାଇବା ତହିଁରେ ସମାନେେ ପୃଥିବୀ ରେ ୟାବଜ୍ଜୀବନ ଆମ୍ଭକକ୍ସ୍ଟ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।'
ତେଣୁ ଲୋକମାନେ ଆପଣା ଶତୃମାନଙ୍କୁ ପରାସ୍ତ ନ କରିବା ପର୍ୟ୍ଯନ୍ତ ସୂର୍ୟ୍ଯ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ୟାଶର ପୁସ୍ତକକରେ ଲଖାେ ଅଛି। ଆଉ ସୂର୍ୟ୍ଯ ଆକାଶର ମଝି ସ୍ଥାନ ରେ ସ୍ତବ୍ଧ ରହିଲା ଓ ପ୍ରାଯ ସଐକ୍ସ୍ଟର୍ଣ ଏକ ଦିନ ଅସ୍ତ ୟିବାକକ୍ସ୍ଟ ଚଞ୍ଚଳ ହେଲା ନାହିଁ।