ସମସ୍ତ ଇଶ୍ରାୟେଲର ଲୋକମାନେ କାଦେଶରୁ ହାରେ ପର୍ବତକୁ ୟାତ୍ରା କଲେ।
Cross references
ଅନନ୍ତର ସମାନେେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନ ରେ ମାଶାଙ୍କେୁ ଭଟେିଲେ, ହାରୋଣ ଓ ଇଶ୍ରାୟେଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହାଇେ ସମାନଙ୍କେୁ ଓ ସମସ୍ତ ମଣ୍ତଳୀକି ସମାଚାର ଦେଲେ ଓ ସମାନଙ୍କେୁ ସହେି ଦେଶର ଫଳ ଦଖାଇେଲେ।
ଇଶ୍ରାୟେଲର ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସ ରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସମାନେେ କାଦେଶ ରେ ବାସ କଲେ। ମରିଯମ ସହେି ସ୍ଥାନ ରେ ମୃତ୍ଯୁବରଣ କଲେ ଓ ତାଙ୍କୁ ସଠାେରେ କବର ଦିଆଗଲା।
ଅନନ୍ତର ମାଶାେ କାଦେଶରୁ ଇଦୋମୀଯ ରାଜା ନିକଟକୁ ଦୂତମାନଙ୍କ ଦ୍ବାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇଶ୍ରାୟେଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଲେଶ ଘଟି ଅଛି ଜାଣ।
ସେତବେେଳେ ଆମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସାହାୟ୍ଯ ପାଇଁ ବିଳାଶ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗର ରେ ଅଛୁ।
ତା'ପରେ ସମାନେେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହାରେ ପର୍ବତରୁ ଲୋହିତ ସାଗର ପଥ ଦଇେ ୟାତ୍ରା କଲେ। ପୁଣି ଦୀର୍ଘପଥ ୟୋଗୁଁ ସମାନେେ ର୍ଧୈୟ୍ଯହରା ହାଇଗେଲେ।
ସମାନେେ ଇତ୍ସିୟୋନ-ଗବରରେୁ ୟାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠା ରେ ଛାଉଣୀ ସ୍ଥାପନ କଲେ।
ପୁଣି ସମାନେେ କାଦେଶରୁ ୟାଇ ଇଦୋମ ଦେଶ ସୀମା ରେ ଅବସ୍ଥିତ ହାରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।
ଆଉ ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହବେ। ଏହା ଭୂମଧ୍ଯସାଗରଠାରୁ ହାରେ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ହବେ।
ପୁଣି ଦକ୍ଷିଣ ଦିଗ ରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସୋର୍ତୋମାର୍ଗ ଓ ମହାସମୁଦ୍ର ପର୍ୟ୍ଯନ୍ତ ହବେ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।
ପୁଣି ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମୀରାବତ୍-କାଦେଶସ୍ଥ ଜଳ ପର୍ୟ୍ଯନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ୟ୍ଯନ୍ତ ଦେଶର ସୀମା ହବେ।