Home Bibles ଗଣନା ପୁସ୍ତକ 2:29 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 2:29 · ଓଡ଼ିଆ ବାଇବେଲ

ନପ୍ତାଲି ଗୋଷ୍ଠୀର ଛାଉଣୀ ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହବେ।

Cross references

ଗଣନା ପୁସ୍ତକ 1:15

ନପ୍ତାଲୀ ପରିବାରବର୍ଗର, ଐନରର ପୁତ୍ର ଅହୀର।

ଗଣନା ପୁସ୍ତକ 1:42

ନପ୍ତାଲି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

ଗଣନା ପୁସ୍ତକ 7:78

ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ନିଜ ଉପହାର ଆଣିଲା।

ଗଣନା ପୁସ୍ତକ 7:83

ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

ଗଣନା ପୁସ୍ତକ 10:27

ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସମାନଙ୍କେର ଅଗ୍ରଭାଗ ରେ ଥିଲେ।

ଗଣନା ପୁସ୍ତକ 26:48

ପରିବାରବର୍ଗ ଅନୁସାରେ ନପ୍ତାଲି ପରିବାରଗୁଡିକ ହେଲେ: ୟହସୀଯଲଠାରୁେ ୟହସୀଯଲେୀଯ ଗୋଷ୍ଠୀ; ଗୂନିଠାରୁ ଗୂନୀଯ ଗୋଷ୍ଠୀ।

Interlinear

Choose Theme