ଗଣନା ପୁସ୍ତକ 10:27 · ଓଡ଼ିଆ ବାଇବେଲ
ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସମାନଙ୍କେର ଅଗ୍ରଭାଗ ରେ ଥିଲେ।
Cross references
ଗଣନା ପୁସ୍ତକ 1:15
ନପ୍ତାଲୀ ପରିବାରବର୍ଗର, ଐନରର ପୁତ୍ର ଅହୀର।
ଗଣନା ପୁସ୍ତକ 7:78
ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ନିଜ ଉପହାର ଆଣିଲା।