ଗଣନା ପୁସ୍ତକ 19:5 · ଓଡ଼ିଆ ବାଇବେଲ
ଆଉ ଜଣେ ତାହାର ଦୃଷ୍ଟି ଗୋଚର ରେ ସହେି ଗାଈକି ଦଗ୍ଧ କରିବ, ସେ ତାହାର ଗୋମଯ ସହିତ ଚର୍ମ, ମାଂସ ଓ ରକ୍ତ ଦଗ୍ଧ କରିବ।
Cross references
ଯାତ୍ରା ପୁସ୍ତକ 29:14
ଏହାପରେ ବାଛୁରୀର ମାଂସ, ଚର୍ମ ଏବଂ ତା'ର ଗୋବର ନଇେ ଛାଉଣୀ ବାହା ରେ ଦଗ୍ଧ କର। ଏହା ଯାଜକମାନଙ୍କ ପାଇଁ ନବୈେଦ୍ଯ ହବେ।
ଲେବୀୟ ପୁସ୍ତକ 4:11
ସହେି ଚର୍ମ, ମଦେ, ମସ୍ତକ, ପଦ, ଅନ୍ତ, ଗୋବର ଓ ଷଣ୍ଢର ସମସ୍ତ ଅଂଶ ନଇେ ଛାଉଣୀ
ଲେବୀୟ ପୁସ୍ତକ 4:21
ତା'ପରେ ସେ ଗୋବତ୍ସକୁ ଛାଉଣୀ ବାହାରକୁ ନଇେ ପୂର୍ବ ଗୋବତ୍ସ ପରି ତାକୁ ଦଗ୍ଧ କରିବା ଉଚିତ୍। ଏହା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ପାଇଁ ପାପାର୍ଥକ ନବୈେଦ୍ଯ।
ଗୀତସଂହିତା 22:14
ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।
ଯିଶାଇୟ 53:10
ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।