ଲବେୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇଶ୍ରାୟେଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦଲେୁ, ତାହା ଯେତବେେଳେ ତୁମ୍ଭେ ସମାନଙ୍କେଠାରୁ ଗ୍ରହଣ କରିବ ସେତବେେଳେ ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାଟେ ପାଇଥିବାର ଏକ ଦଶମାଂଶ ଉତ୍ସର୍ଗ କରିବ।
Cross references
ତୁମ୍ଭମାନେେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।
ପୁଣି ଇଶ୍ରାୟେଲର ଲୋକମାନେ ଯେଉଁ ଏକ ଦଶମାଂଶ ଦବେେ, ଲବେୀ ଗୋଷ୍ଠୀର ଏହା ଉପ ଭୋଗ କରିବେ, ସମାଗମ ତମ୍ବୁ ସମ୍ବନ୍ଧୀଯ ସବୋକାର୍ୟ୍ଯ ପାଇଁ ପରିଶାଧେ ରେ ମୁଁ ଏହା ଲବେୀୟମାନଙ୍କୁ ଦଲେି।
ମାତ୍ର ଲବେୀୟମାନେ ଦଶମାଂଶ ଆଦାଯ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲବେୀୟମାନଙ୍କ ସଙ୍ଗେ ରହିବ। ଆଉ ଲବେୀୟମାନେ ପରମେଶ୍ବରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।
ଇଶ୍ରାୟେଲର ଲୋକମାନେ ଏବଂ ଲବେୀୟମାନେ ଭଣ୍ତାର ଗୃହକୁ ନିଶ୍ଚିତ ରେ ତାଙ୍କର ଉପହାର ଆଣିବେ। ସମାନେେ ଶସ୍ଯ, ଦ୍ରାକ୍ଷାରସ, ତୈଳ ସହେି କୋଠରୀକୁ ଆଣିବେ, ଯେଉଁଠା ରେ ଦାଯିତ୍ବ ରେ ଥିବା ଯାଜକମାନେ, ଦ୍ବାରପାଳଗଣ ଓ ଗାଯକମାନେ ପବିତ୍ର ସାମଗ୍ରୀ ରଖନ୍ତି। ଏବଂ ଆମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କ ମନ୍ଦିର ପ୍ରତି ହଳୋ କରିବୁ ନାହିଁ।