ତୁମ୍ଭମାନେେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।
Cross references
ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।
ଇଶ୍ରାୟେଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦବେେ। ଯେତବେେଳେ ଇଶ୍ରାଯୋଲର ଲୋକମାନେ ସହେିସବୁ ନବୈେଦ୍ଯ ଦବେେ ସହେି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସମାନେେ ଯାଜକକୁ ଯେତବେେଳେ ଏହିସବୁ ଅଂଶ ଦବେେ, ଏହା ୟାୟକମାନଙ୍କ ଦ୍ବାରା ଗ୍ରହଣ କରାୟିବ।
ଲବେୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇଶ୍ରାୟେଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦଲେୁ, ତାହା ଯେତବେେଳେ ତୁମ୍ଭେ ସମାନଙ୍କେଠାରୁ ଗ୍ରହଣ କରିବ ସେତବେେଳେ ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାଟେ ପାଇଥିବାର ଏକ ଦଶମାଂଶ ଉତ୍ସର୍ଗ କରିବ।
ମାତ୍ର ଲବେୀୟମାନେ ଦଶମାଂଶ ଆଦାଯ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲବେୀୟମାନଙ୍କ ସଙ୍ଗେ ରହିବ। ଆଉ ଲବେୀୟମାନେ ପରମେଶ୍ବରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।