ସେତବେେଳେ ସହେି ପର୍ବତବାସୀ ଅମାଲକେୀଯ ଓ କିଣାନୀଯ ଲୋକମାନେ ଓହ୍ଲାଇ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ପରାସ୍ତକରି ହର୍ମା ପର୍ୟ୍ଯନ୍ତ ତଡି ଦେଲେ।
Cross references
ମାଶାେ କହିଲେ, ମୁଁ ସଦାପ୍ରଭୁଙ୍କର ସିଂହାସନ ଆଡକୁ ହାତ ଉଠାଇଲି, ତେଣୁ ସଦାପ୍ରଭୁ ଅମାଲକେ ବିରୁଦ୍ଧ ରେ ୟୁଦ୍ଧ କଲେ, ଯେପରି ସେ ସର୍ବଦା କରିଥିଲେ।
ଦକ୍ଷିଣ ଦେଶ ରେ ଅମାଲକେ ବାସ କରନ୍ତି, ପର୍ବତମଯ ଦେଶ ରେ ହିତ୍ତୀଯ, ୟିବୁଷୀଯ ଓ ଇ ମାରେୀଯ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ୟର୍ବ୍ଦନ ତୀର ରେ କିଣାନୀଯ ଲୋକମାନେ ବାସକରନ୍ତି।
ଯେ ହତେୁ ଅମାଲକେୀଯ ଓ କିଣାନୀଯ ଲୋକମାନେ ସଠାେରେ ଅଛନ୍ତି, ତୁମ୍ଭମାନେେ ଖଡ୍ଗ ରେ ନିହିତ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ବାସଠାରୁ ବିମୁଖ ହବୋରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହବେେ ନାହିଁ।
ତହୁଁ ସଦାପ୍ରଭୁ ସମାନଙ୍କେ ପ୍ରାର୍ଥନା ଶୁଣିଲେ, ସେ କିଣାନୀଯମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ ଓ ସମାନଙ୍କେ ସମସ୍ତ ନଗର ବର୍ଜନୀଯ ରୂପେ ବିନାଶ ହେଲା। ତେଣୁ ସହେି ସ୍ଥାନର ନାମ ହର୍ମା ହେଲା।
କିନ୍ତୁ ଇ ମାରେୀଯ ଲୋକମାନେ ତୁମ୍ଭମାନଙ୍କ ସହିତ ୟିଦ୍ଧ କରିବାକୁ ବାହାରି ପଡିଲେ ଓ ସମାନେେ ମହକ୍ସ୍ଟମାଛି ପରି ସମାନଙ୍କେୁ ତଡି ଦେଲେ। ସମାନେେ ତୁମ୍ଭମାନଙ୍କୁ ସଯେୀରର ହର୍ମା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।
ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।
ଅଯର ଲୋକମାନେ ସମାନଙ୍କେର ପେଛ ଗୋଡଇେ ଗୋଡଇେ ଆଣି ଶବାରୀମ ପର୍ୟ୍ଯନ୍ତ ଆଣିଲେ।
ଇଶ୍ରାୟେଲୀୟ ଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଛନ୍ତି। ମୁ ସମାନଙ୍କେୁ ଯେଉଁ ନିଯମ ମାନିବାକକ୍ସ୍ଟ ଦଇେଥିଲି, ସମାନେେ ତାହାକକ୍ସ୍ଟ ଅମାନ୍ଯ କରୁଛନ୍ତି। ସମାନେେ କିଛି ଜିନିଷ ଆଣିଛନ୍ତି, ଯାହାକକ୍ସ୍ଟ ମୁ ଧ୍ବଂସ କରିବାକୁ କହିଥିଲି। ସମାନେେ ମାଠାେରକ୍ସ୍ଟ ଏହା ଗ୍ଭରେି କରିଛନ୍ତି। ତା'ପରେ ସମାନେେ ଏହାକକ୍ସ୍ଟ ଅସ୍ବୀକାର କଲେ। ଆଉ ସଗେୁଡିକୁ ନିଜର ସାମଗ୍ରି ସହିତ ରଖିଲେ।
ୟିହକ୍ସ୍ଟଦା ଓ ତାଙ୍କର ଭାଇମାନେ ମିଶିଶିମିଯୋନ ପରିବାରବର୍ଗ ସହିତ ଗଲେ, ସମାନେେ ସଫାତ୍ବାସୀ କିଣାନୀଯମାନଙ୍କୁ ଆଘାତ କରି ସହେି ନଗରକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ ଏବଂ ସହେି ନଗର ନାମ ହେଲା ହର୍ମା।
ଏହାପରେ ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ନିଜକକ୍ସ୍ଟ ପ୍ରସ୍ତକ୍ସ୍ଟତ କଲେ। ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ବାରା ପରାଜିତ ହେଲେ; ଓ 4 ,000 ସୈନ୍ଯ ୟକ୍ସ୍ଟଦ୍ଧ କ୍ଷେତ୍ର ରେ ମୃତକ୍ସ୍ଟ୍ଯବରଣ କଲେ।
ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀଯ, ଅମାଲକେୀଯ ଓ ଗିଷରୀଯ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ୟ୍ଯନ୍ତ ଯେଉଁ ଦେଶ, ସେଥି ମଧ୍ଯରକ୍ସ୍ଟ ପୂର୍ବକାଳ ରେ ସଠାେରେ ସେ ଲୋକମାନେ ବାସ କରୁଥିଲେ।
ହେ ପରମେଶ୍ବର, ତୁମ୍ଭେ ସମାନଙ୍କେୁ ନିଜକୁ ରକ୍ଷା କରିବାରେ ସାହାୟ୍ଯ କରିଛ। ତୁମ୍ଭେ ନିଜ ରାଜାଙ୍କୁ ୟୁଦ୍ଧରେ ଜଯଲାଭ କରିବାକୁ ସାହାୟ୍ଯ କରି ନାହଁ।