ଯାତ୍ରା ପୁସ୍ତକ 17:16 · ଓଡ଼ିଆ ବାଇବେଲ
ମାଶାେ କହିଲେ, ମୁଁ ସଦାପ୍ରଭୁଙ୍କର ସିଂହାସନ ଆଡକୁ ହାତ ଉଠାଇଲି, ତେଣୁ ସଦାପ୍ରଭୁ ଅମାଲକେ ବିରୁଦ୍ଧ ରେ ୟୁଦ୍ଧ କଲେ, ଯେପରି ସେ ସର୍ବଦା କରିଥିଲେ।
Cross references
ଗୀତସଂହିତା 21:8
ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
ଯିଶାଇୟ 66:1
ସଦାପ୍ରଭୁ ଏହିକଥା କୁହନ୍ତି, ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?
ରେରିତମାନଙ୍କ କାର୍ଯ୍ୟର ବିବରଣ 7:49
ପୃଥିବୀ ମାହେର ପାଦପୀଠ। ତୁମ୍ଭମାନେେ ମାେ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ? ମାରେ ବିଶ୍ରାମ ନବୋପାଇଁ ସ୍ଥାନ କେଉଁଠି?