Home Bibles ଗଣନା ପୁସ୍ତକ 14:25 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 14:25 · ଓଡ଼ିଆ ବାଇବେଲ

ବର୍ତ୍ତମାନ ଅମାଲକେୀଯ ଓ କିଣାନୀଯମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭମାନେେ ଫରେି ଲୋହିତ ସାଗର ପଥଦଇେ ମରୁଭୂମି ଗମନ କରିବା ଉଚିତ୍।

Cross references

ଗଣନା ପୁସ୍ତକ 13:29

ଦକ୍ଷିଣ ଦେଶ ରେ ଅମାଲକେ ବାସ କରନ୍ତି, ପର୍ବତମଯ ଦେଶ ରେ ହିତ୍ତୀଯ, ୟିବୁଷୀଯ ଓ ଇ ମାରେୀଯ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ୟର୍ବ୍ଦନ ତୀର ରେ କିଣାନୀଯ ଲୋକମାନେ ବାସକରନ୍ତି।

ଗଣନା ପୁସ୍ତକ 14:4

ସମାନେେ ପରପ୍ପର ମଧିଅରେ କଥା ହେଲେ, ଆସ, ଆମ୍ଭମାନେେ ଜଣକୁ ପ୍ରାଧାନ କରି ମିଶରକୁ ଫରେିୟିବା।

ଦିତୀୟ ବିବରଣ 1:40

କିନ୍ତୁ ତୁମ୍ଭମାନେେ ସକ୍ସ୍ଟଫ ସମକ୍ସ୍ଟଦ୍ର ପଥଦଇେ ପ୍ରାନ୍ତରକକ୍ସ୍ଟ ଫରେିୟାଅ।'

ବିଚାରକର୍ତାମାନଙ୍କ ବିବରଣ 11:16

ଯେତବେେଳେ ଇଶ୍ରାୟେଲର ଲୋକମାନେ ମିଶର ପରିତ୍ଯାଗ କଲେ, ସମାନେେ ମରକ୍ସ୍ଟଭୂମିକକ୍ସ୍ଟ ଗଲେ। ଇଶ୍ରାୟେଲୀୟମାନେ ସକ୍ସ୍ଟଫ ସାଗରକକ୍ସ୍ଟ ଗଲେ ଓ ତା'ପରେ କାଦେଶକକ୍ସ୍ଟ ଗଲେ।

ଗୀତସଂହିତା 81:11

କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।

ହିତୋପଦେଶ 1:31

ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।

Interlinear

Choose Theme