ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।
Cross references
ମୁଁ ଦେଖିଛି କେତକେ ବ୍ଯକ୍ତି ଅନ୍ୟକୁ ବିପଦ ରେ ପକାନ୍ତି ଏବଂ ସମାନଙ୍କେ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି। କିନ୍ତୁ ଶଷେ ରେ ସମାନେେ ହିଁ ଦଣ୍ଡ ପାଆନ୍ତି।
ଭଲହୁଅନ୍ତା, ୟଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥାନ୍ତେ ଓ ଇଶ୍ରାୟେଲବାସୀ ଆମ୍ଭେ ଚାହିଁଥିବା ଅନୁସାରେ ରହିଥାନ୍ତେ କି ?
ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ। ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ୟ୍ଯ ପାଇଁ ପୁରସ୍କୃତ ହବେେ।
ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ଯ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହବେ।
ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।
ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।
ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପ ରେ ଅମଙ୍ଗଳ ଆଣିବା। କାରଣ ସମାନେେ ଆମ୍ଭ ବାକ୍ଯ ରେ ଅବଧାନ କରିନାହାନ୍ତି ଓ ଆମ୍ଭର ବ୍ଯବସ୍ଥାକୁ ଅମାନ୍ଯ କରିଅଛନ୍ତି।
ମାତ୍ର ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସା ରେ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ଯ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ତୁମ୍ଭମାନଙ୍କ ଚତୁଃପାଶର୍ବ ରେ ଥିବା ସମସ୍ତ ଦ୍ରବ୍ଯ ଗ୍ରାସ କରିବ।
ଏଣୁ ଆମ୍ଭେ ସମାନଙ୍କେ ଉପ ରେ ଆପଣା କୋରଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନି ରେ ସମାନଙ୍କେୁ ସଂହାର କରିଅଛୁ। ସମାନଙ୍କେର ନିଜ କର୍ମର ଫଳ ସମାନେେ ନିଜେ ଭୋଗିଛନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି
ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।