Home Bibles ଗଣନା ପୁସ୍ତକ 13:8 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 13:8 · ଓଡ଼ିଆ ବାଇବେଲ

ଇଫ୍ରଯିମ ଗୋଷ୍ଠୀବର୍ଗ ମଧ୍ଯରୁ ନୂନର ପୁତ୍ର ହାେେଶୟ।

Cross references

ଯାତ୍ରା ପୁସ୍ତକ 17:9

ତେଣୁ ମାଶାେ ଯିହାଶୂେୟଙ୍କୁ କହିଲେ, ଶତୃ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ କେତକେ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହାଇେ ତାହା ଦେଖିବି। ପରମେଶ୍ବରଙ୍କ ଆଶାବାଡିଟିକୁ ମାେ ସହିତ ନଇୟିବେି।

ଯାତ୍ରା ପୁସ୍ତକ 24:13

ଏହାପରେ ମାଶାେ ଓ ତାଙ୍କର ପରିଚାଳକ ଯିହାଶୂେୟ ଉଠିଲେ, ମାଶାେ ପରମେଶ୍ବରଙ୍କର ପର୍ବତକୁ ଆରୋହଣ କଲେ।

ଯାତ୍ରା ପୁସ୍ତକ 32:17

ୟିହୋଶୂଯ ସହେି ଭୋଜିର ପାଟି ଶୁଣିଲେ। ଯିହାଶୂେୟ ମାଶାଙ୍କେୁ କହିଲେ, ଛାଉଣୀ ରେ ୟୁଦ୍ଧର ଶବ୍ଦପରି ଏହା ଶୁଭୁଛି।

ଗଣନା ପୁସ୍ତକ 11:28

ତହିଁରେ ନୂନର ପୁତ୍ର ଯିହାଶୂେୟ ମାଶାଙ୍କେୁ କହିଲେ, ହେ ମାହେର ମୁନିବ ମାଶାେ, ସମାନଙ୍କେୁ ସ୍ଥଗିତ କରନ୍ତୁ। ୟିହୋଶୂଯ ୟୁବକ ସମୟରୁ ମାଶାଙ୍କେର ଜଣେ ମନୋନୀତ ସହକାରୀ ଥିଲେ।

ଗଣନା ପୁସ୍ତକ 13:16

ମାଶାେ ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ୟ୍ଯ କରିବାକୁ ସହେି ଦେଶ ପଠାଇ ଥିଲେ, ମାଶାେ ନୂନର ପୁତ୍ର ହାେେଶୟଙ୍କୁ ଯିହାଶୂେୟ ନାମ ଦେଲେ।

ଗଣନା ପୁସ୍ତକ 27:18

ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ନୂନର ପୁତ୍ର ଯିହାଶୂେୟକୁ ନିଅ, ସେ ଉପୟୁକ୍ତତା ବ୍ଯକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ।

ଦିତୀୟ ବିବରଣ 31:7

ଏହାପରେ ମାଶାେ ଯିହାଶୂେୟଙ୍କକ୍ସ୍ଟ ଡାକିଲେ। ସମସ୍ତ ଇଶ୍ରାୟେଲୀୟମାନଙ୍କ ସମ୍ମକ୍ସ୍ଟଖ ରେ ମାଶାେ ଯିହାଶୂେୟଙ୍କକ୍ସ୍ଟ କହିଲେ, ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ସହେି ଦେଶକକ୍ସ୍ଟ ଆଗଇେ ନବେ ଯେଉଁ ଦେଶ ଦବୋ ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚକ୍ସ୍ଟକ୍ତି କରିଥିଲେ। ସହେି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିବ।

ଦିତୀୟ ବିବରଣ 31:14

ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, ତୁମ୍ଭର ମୃତକ୍ସ୍ଟ୍ଯର ସମୟ ଆସିଗଲା। ଯିହାଶୂେୟଙ୍କକ୍ସ୍ଟ ଡାକ, ତୁମ୍ଭେ ଦକ୍ସ୍ଟ ହେଁ ସମାଗମ ତକ୍ସ୍ଟମ୍ବୁ ରେ ଠିଆ ହକ୍ସ୍ଟଅ। ଆମ୍ଭେ ତାହାକକ୍ସ୍ଟ ଆଜ୍ଞା ଦବୋ। ତହିଁରେ ମାଶାେ ଓ ୟିହୋଶୂଯ ୟାଇ ସମାଗମ ତମ୍ବୁ ରେ ଠିଆ ହେଲେ।

ଦିତୀୟ ବିବରଣ 31:23

ତା'ପରେ ସଦାପ୍ରଭୁ ନୂନର ପକ୍ସ୍ଟତ୍ର ୟିହୋଶୂଯଙ୍କକ୍ସ୍ଟ କହିଲେ, ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛକ୍ସ୍ଟ, ସହେି ଦେଶକକ୍ସ୍ଟ ନଇେ ୟିବ ଏବଂ ଆମ୍ଭେ ତକ୍ସ୍ଟମ୍ଭ ସହିତ ସର୍ବଦା ରହିବା।

ଦିତୀୟ ବିବରଣ 32:44

ମାଶାେ ଏବଂ ନୂନର ପକ୍ସ୍ଟତ୍ର ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ଗାନ କଲେ।

ଦିତୀୟ ବିବରଣ 34:9

ସେ ମଲା ପୂର୍ବରକ୍ସ୍ଟ ମାଶାେ ଯିହାଶୂେୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିୟକ୍ସ୍ଟକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିୟକ୍ସ୍ଟକ୍ତି କଲେ। ଏହାପରେ ନୂନର ପକ୍ସ୍ଟତ୍ର ୟିହୋଶୂଯ ଜ୍ଞାନ ଦାୟକ ଆତ୍ମା ରେ ପରିପୂର୍ଣ୍ଣ ଦେଲେ। ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନକ୍ସ୍ଟସା ରେ ଯିହାଶୂେୟଙ୍କ କଥା ଶୁଣିଲେ, ଯେପରି ସମାନେେ ମାଶାଙ୍କେ କଥା ଶକ୍ସ୍ଟଣିଥିଲେ ଓ ସହେି ଅନକ୍ସ୍ଟସା ରେ କାର୍ୟ୍ଯ କରୁଥିଲେ।

ଯିହୋଶୂୟ 1:1

ମାଶାେ ସଦାପ୍ରଭୁଙ୍କର ଦାସ ଥିଲେ। ନୂନର ପକ୍ସ୍ଟତ୍ର ଯିହାଶୂେୟ ମାଶାଙ୍କେର ପରିଗ୍ଭରକ ଥିଲେ। ମାଶାଙ୍କେର ମୃତକ୍ସ୍ଟ୍ଯ ପରେ, ସଦାପ୍ରଭୁ ଯିହାଶୂେୟକକ୍ସ୍ଟ କହିଲେ.

ଯିହୋଶୂୟ 1:16

ତା'ପରେ ଯିହାଶୂେୟଙ୍କକ୍ସ୍ଟ ଉତ୍ତର ଦଇେ ଲୋକମାନେ କହିଲେ, ତୁମ୍ଭେ ଆମ୍ଭକକ୍ସ୍ଟ ଯେଉଁ ଆଦେଶ ଦଇେଅଛ, ଆମ୍ଭେ ତାହା ପାଳନ କରିବକ୍ସ୍ଟ। ଆପଣା ଯେଉଁଠାକକ୍ସ୍ଟ କହିବେ, ଆମ୍ଭେ ୟିବକ୍ସ୍ଟ।

ଯିହୋଶୂୟ 24:1

ଯିହାଶୂେୟ ଇଶ୍ରାୟେଲ ବଂଶଗଣକକ୍ସ୍ଟ ଶିଖିମଠା ରେ ଏକତ୍ରୀତ କଲେ। ଏହାପରେ ୟିହୋଶୂଯ ସମସ୍ତ ପ୍ରାଚୀନବର୍ଗ, ସମାନଙ୍କେର ପ୍ରାଚୀନମାନଙ୍କୁ ସମାନଙ୍କେର ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ଏବଂ ସମସ୍ତ ଅଧ୍ଯକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକତ୍ରୀତ କରାଇଲେ।

ପ୍ରଥମ ବଂଶାବଳୀ 7:27

ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହାଶୂେୟ ନୂନଙ୍କ ପୁତ୍ର ଥିଲେ।

Interlinear

Choose Theme