ଆଉ ମାଶାେ ଏମାନଙ୍କୁ କିଣାନ ଦେଶ ରେ ଗୁପ୍ତଚର କାର୍ୟ୍ଯ କରିବାକୁ ପଠାଇ ସମାନଙ୍କେୁ କହିଲେ, ତୁମ୍ଭମାନେେ ନଗେଭେକୁ ୟାଅ ଏବଂ ତା'ପରେ ପର୍ବତମଯ ଦେଶକୁ ୟାଅ।
Cross references
ଏହାପରେ ଅବ୍ରାମ ଭ୍ରମଣ କରୁକରୁ ଦକ୍ଷିଣ ଦିଗକୁ ଗଲେ।
ତେଣୁ ଅବ୍ରାମ ମିଶର ପରିତ୍ଯାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷଧରି ଲୋଟ ସହିତ ନଗେଭେକୁ ୟାତ୍ରା କଲେ।
ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।
ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।
ଦକ୍ଷିଣ ଦେଶ ରେ ଅମାଲକେ ବାସ କରନ୍ତି, ପର୍ବତମଯ ଦେଶ ରେ ହିତ୍ତୀଯ, ୟିବୁଷୀଯ ଓ ଇ ମାରେୀଯ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ୟର୍ବ୍ଦନ ତୀର ରେ କିଣାନୀଯ ଲୋକମାନେ ବାସକରନ୍ତି।
ତହୁଁ ସମାନେେ ଅତି ପ୍ରାତଃକାଳରୁ ଉଠି ପର୍ବତ ଶୃଙ୍ଗ ଉପରକୁ ୟିବାକୁ ବାହାରି ସମାନେେ କହିଲେ, ଦେଖ ଆମ୍ଭମାନେେ ଏଠା ରେ ଅଛୁ, ସଦାପ୍ରଭୁ ଯେଉଁ ସ୍ଥାନ ବିଷଯ ରେ ପ୍ରତିଜ୍ଞା କରିଥିଲେ, ସହେି ସ୍ଥାନକୁ ୟିବା, କାରଣ ଆମ୍ଭମାନେେ ପାପ କରିଅଛୁ।
କିନ୍ତୁ ଇ ମାରେୀଯ ଲୋକମାନେ ତୁମ୍ଭମାନଙ୍କ ସହିତ ୟିଦ୍ଧ କରିବାକୁ ବାହାରି ପଡିଲେ ଓ ସମାନେେ ମହକ୍ସ୍ଟମାଛି ପରି ସମାନଙ୍କେୁ ତଡି ଦେଲେ। ସମାନେେ ତୁମ୍ଭମାନଙ୍କୁ ସଯେୀରର ହର୍ମା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।
ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।
ଏହିପରି ଯିହାଶୂେୟ ସମସ୍ତ ପାର୍ବତମଯ ଦେଶ ନଗେଭେ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀଯ ରାଜାଙ୍କକ୍ସ୍ଟ ମଧ୍ଯ ହତ୍ଯା କଲେ। ସେ କାହାରିକକ୍ସ୍ଟ ସଠାେରେ ଜିବିତ ଛାଡିଲେ ନାହିଁ। କାରଣ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।
ଏହି ସୀମା ଦକ୍ଷିଣ ଦିଗର ଅନ୍ତ୍ରଦ୍ଦୀମ ଘାଟି ଦଇେ ସିନ୍ ପର୍ୟ୍ଯନ୍ତ ଗଲା। ପକ୍ସ୍ଟଣି ଦକ୍ଷିଣ ରେ କାଦେଶ ବର୍ଣ୍ଣଯେ ପର୍ୟ୍ଯନ୍ତ ଉପରକକ୍ସ୍ଟ ଉଠିଲା ତହିଁ ହିଷ୍ରୋଣ ଦଇେ ଅଦ୍ଦର ଉପରକକ୍ସ୍ଟ ଉଠି କର୍କ୍କା ପର୍ୟ୍ଯନ୍ତ ବକ୍ସ୍ଟଲିକରି ଗଲା।
ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, ଯେଉଁମାନେ ପର୍ବତମଯ ଦେଶ ରେ ନଗେଭେି ରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।
ଅକ୍ଷାର କାଲେବ୍ଙ୍କକ୍ସ୍ଟ କହିଲେ, ମାେତେ ଆର୍ଶିବାଦ କର। ଆପଣା ମାେତେ ଦକ୍ଷିଣ ରେ ଭୂମି ଦଇେଛନ୍ତି, ଯାହାକି ଶକ୍ସ୍ଟଷ୍କ, ମାେତେ କିଛି ଜଳ ନିର୍ଝର ଭୂମି ଦିଅନ୍ତକ୍ସ୍ଟ। ଏହାପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସହେି ଭୂମି ତାଙ୍କୁ ଦେଲେ।
ୟିହକ୍ସ୍ଟଦାର ଲୋକମାନେ ଯେତବେେଳେ ୟକ୍ସ୍ଟଦ୍ଧ କରୁଥିଲେ, ସେତବେେଳେ ସଦାପ୍ରଭୁ ସମାନଙ୍କେର ପକ୍ଷ ରେ ଥିଲେ। ସଦାପ୍ରଭୁ ପର୍ବତମଯ ଦେଶକକ୍ସ୍ଟ ସମାନଙ୍କେର ଅଧିକାରକକ୍ସ୍ଟ ଆଣିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତଳଭୂମିଗୁଡିକୁ ସମାନଙ୍କେର ଅଧିନକକ୍ସ୍ଟ ଆଣିପାରି ନ ଥିଲେ। କାରଣ ସଠାେରେ ଯେଉଁ ଲୋକମାନେ ବାସ କରୁଥିଲେ, ଲୌହ ନିର୍ମିତ ରଥ ବ୍ଯବହାର କରୁଥିଲେ।