ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।
Cross references
ଲୋକମାନେ କହିଲେ, ଆସ ଆମେ ଇଟା ପୋଡ଼ି ଟାଣ କରିବା। ତେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ। ଏବଂ ସମାନେେ ମାଟିଆ ତଲକେୁ ଚୂନ ସ୍ବରୂପ ବ୍ଯବହାର କଲେ।
ସମାନେେ ନଗର ବାହାରକୁ ଆସିବା ମାତ୍ ରେ ଜଣେ ସ୍ବର୍ଗଦୂତ ସମାନଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇଁ ଶିଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗା ରେ ରୁହନାହିଁ। ତୁମ୍ଭେ ପର୍ବତ ରେ ପହଁଞ୍ଚିବା ପର୍ୟ୍ଯନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ୟାଅ ତବେେ ଏହି ନଗର ସହିତ ତୁମ୍ଭେ ଧ୍ବଂସ ପାଇୟିବ।
ଲୋଟ ସୋଯର ରେ ରହିବାକୁ ଭୟ କଲା। ତେଣୁ ସେ ଏବଂ ତାଙ୍କର କନ୍ଯା ରହିବା ପାଇଁ ପର୍ବତକୁ ପଳାଇଲେ, ସମାନେେ ସଠାେରେ ଏକ ଗୁମ୍ଫା ରେ ବାସ କଲେ।
ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲର ସୈନିକମାନେ ଅଯ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇ କ୍ଷତେ ଓ ମରକ୍ସ୍ଟଭୂମି ଅଞ୍ଚଳକକ୍ସ୍ଟ ଆଣିଲେ। ସମାନେେ ସହେିଠା ରେ ସମାନଙ୍କେୁ ହତ୍ଯା କଲେ। ଏହାପରେ ଇଶ୍ରାୟେଲ ସୈନ୍ଯମାନେ ଅଯକକ୍ସ୍ଟ ଫରେି ଆସିଲେ ଏବଂ ଏଯ ସହର ରେ ଜୀବିତ ଲୋକମାନଙ୍କୁ ଓ ୈସନ୍ଯମାନଙ୍କୁ ହତ୍ଯା କଲେ।
ସମାନଙ୍କେୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସମାନଙ୍କେ ଶରୀର ସହେି ସ୍ଥାନରେ ସଢ଼ି ଗଲା।
ଯେତବେେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ ଓ ପଳାଯନ କରିବେ, ସମାନେେ ସେତବେେଳେ ଗର୍ତ୍ତ ରେ ପଡ଼ିବେ। ସମାନଙ୍କେ ମଧ୍ଯରୁ କେତକେ ଗର୍ତ୍ତରୁ ଉଠି ଉପରକୁ ଆସିଲେ ଫାନ୍ଦ ରେ ପଡ଼ିବେ। କାରଣ ଉର୍ଦ୍ଧ୍ବସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି।
ଯେତବେେଳେ ଲୋକମାନେ ଭୟ ରେ ଦୌଡ଼ିବେ, ସମାନେେ ଖାତ ଭିତ ରେ ପଡ଼ିବେ ଏବଂ ଯେତବେେଳେ ସମାନେେ ଖାତରୁ ବାହାରକୁ ପଡ଼ିବେ, ସମାନେେ ଧରାଯିବେ। ସଦାପ୍ରଭୁ କହନ୍ତି, ଏହା ଘଟିବ କାରଣ ମୁଁ ମାୟୋବ ଉପ ରେ ଶାସ୍ତିର ବର୍ଷ ଆଣିବି।