Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 1:9 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 1:9 · ଓଡ଼ିଆ ବାଇବେଲ

ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, ଯେଉଁମାନେ ପର୍ବତମଯ ଦେଶ ରେ ନଗେଭେି ରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।

Cross references

ଯିହୋଶୂୟ 10:36

ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ଇଗ୍ଲୋନରକ୍ସ୍ଟ ହିବ୍ରୋଣକକ୍ସ୍ଟ ଗଲେ। ତା'ପରେ ସମାନେେ ହିବ୍ରୋଣକକ୍ସ୍ଟ ଆକ୍ରମଣ କଲେ।

ଯିହୋଶୂୟ 11:21

ସହେି ସମୟରେ ୟିହୋଶୂଯ ଆସି ପର୍ବତମଯ ଦେଶରକ୍ସ୍ଟ, ହିବ୍ରୋଣରକ୍ସ୍ଟ, ଦବୀରରକ୍ସ୍ଟ, ଅନାବରକ୍ସ୍ଟ, ଓ ୟିହକ୍ସ୍ଟଦାର ସମସ୍ତ ପର୍ବତମଯ ଦେଶରକ୍ସ୍ଟ ଓ ଇଶ୍ରାୟେଲର ସମସ୍ତ ପର୍ବତମଯ ଦେଶରକ୍ସ୍ଟ ଅନାକୀଯମାନଙ୍କୁ ହତ୍ଯା କଲେ। ଯିହାଶୂେୟ ସମାନଙ୍କେ ନଗର ସମତେ ସମାନଙ୍କେୁ ବର୍ଜିତ ରୂପେ ନିବାସ କଲେ।

ଯିହୋଶୂୟ 12:8

ପର୍ବତମଯ ଦେଶ, ତଳଭୂମି, ୟର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗକ୍ସ୍ଟଡିକ, ନଗଭେ ଓ ମରକ୍ସ୍ଟଭୂମି ହୀତ୍ତୀଯ ଇ ମାରେୀଯ, କିଣାନୀଯ, ପରିଷୀଯ, ଓ ହିଦ୍ଦୀଯମାନେ ସଠାେରେ ବାସ କଲେ। ସହେିସବୁ ରାଜାମାନଙ୍କର ତାଲିକା ନିମ୍ନ ରେ ଦିଆଗଲା:

ଯିହୋଶୂୟ 15:13

ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ ନିର୍ଦ୍ଦେଶ ଦଇେଥିଲେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ୟିହକ୍ସ୍ଟଦାର କିଛି ଅଂଶ ଦବୋ ପାଇଁ, ପରମେଶ୍ବରଙ୍କ କଥା ଅନକ୍ସ୍ଟସା ରେ ଯିହାଶୂେୟ କାଲବକେକ୍ସ୍ଟ ଦେଶର କିଛି ଅଂଶ ଦେଲେ। ଯିହାଶୂେୟ ତାଙ୍କୁ କିରିଯଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଆନଙ୍କର ପିତା ଥିଲେ।

Interlinear

Choose Theme