ଯେ କୌଣସି ପୁରୁଷଲୋକ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ ବା ଭବିଷ୍ଯଦ୍ ବାଣୀ କ ହେ, ସେ ନିଜ ମସ୍ତକର ଅପମାନ କରେ।
Cross references
ଦାଉଦ ଜୈତକ୍ସ୍ଟନ ପର୍ବତ ଉପରକକ୍ସ୍ଟ ଚଢି଼ଲେ ଓ ସେ କାନ୍ଦକ୍ସ୍ଟଥିଲେ, ସେ ତାଙ୍କର ମକ୍ସ୍ଟଣ୍ତକକ୍ସ୍ଟ ଘୋଡାଇ ଦଇେ ଖାଲି ପାଦ ରେ ଗ୍ଭଲକ୍ସ୍ଟଥିଲେ।
ରାଜା ତାଙ୍କର ମକ୍ସ୍ଟହଁକକ୍ସ୍ଟ ଢାଙ୍କି ଉଚ୍ଚସ୍ବରସର କ୍ରନ୍ଦନ କରିବାକୁ ଲାଗିଲଲ, ସହସମାର ପକ୍ସ୍ଟତ୍ର ଅବଶାସଲାମ,ସହସମାର ପକ୍ସ୍ଟତ୍ର ଅବଶାସଲାମ।
ପ୍ରକୃତି କ'ଣ ତୁମ୍ଭକୁ ଶିକ୍ଷା ଦଇେ ନାହିଁ ଯେ, କୌଣସି ପୁରୁଷ ବଡ଼ ବଡ଼ ବାଳ ରଖିବ ଲଜ୍ଜାଜନକ କଥା ?
ଆତ୍ମା ଅନ୍ୟଜଣକୁ ଆର୍ଶ୍ଚ୍ଯର୍ୟ୍ଯକାର୍ୟ୍ଯ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତ ରେ ପାର୍ଥକ୍ଯ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସହେି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।
ପରମେଶ୍ବରଙ୍କ ମଣ୍ଡଳୀ ରେ ପ୍ରଥମେ ପ୍ ରରେିତମାନଙ୍କୁ, ଦ୍ବିତୀୟ ରେ ଭବିଷ୍ଯଦ୍ ବକ୍ତାମାନଙ୍କୁ, ତୃତୀୟ ରେ ଶିକ୍ଷକମାନଙ୍କୁ, ସ୍ଥାନ ଦଇେଛନ୍ତି। ତା'ପରେ, ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନତେୃତ୍ବ ନେଉଥିବା ବ୍ଯକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦଇେଛନ୍ତି।
ପ୍ ରମରେ ଅନୁସରଣ କର। ଆଧ୍ଯାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶଷେ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର।