Home Bibles ଗଣନା ପୁସ୍ତକ 10:25 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 10:25 · ଓଡ଼ିଆ ବାଇବେଲ

ଦାନ ଗୋଷ୍ଠୀର ବିଭାଗର ଧ୍ବଜା ପରେ ଚାଳିତ ହେଲା। ସମାନେେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେ ସମାନଙ୍କେର ଅଧିନାଯକ ଥିଲେ।

Cross references

ଆଦି ପୁସ୍ତକ 49:16

ଦାନ, ଇଶ୍ରାୟେଲର ଅନ୍ଯାନ୍ଯ ବଂଶ ତୁଲ୍ଯ ହାଇେ ଆପଣା ଆପଣା ଲୋକମାନଙ୍କର ବିଚାର କରିବ।

ଗଣନା ପୁସ୍ତକ 1:12

ଦାନ ପରିବାରବର୍ଗର ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେର।

ଗଣନା ପୁସ୍ତକ 2:25

ଦାନ ବିଭାଗର ଛାଉଣୀର ଧ୍ବଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦଯର ପୁତ୍ର ଅହୀଯଷେର ଦାନ ସନ୍ତାନଗଣର ଅଧିପତି ହବେ।

ଗଣନା ପୁସ୍ତକ 2:31

ଦାନ ଛାଉଣୀ ରେ ମାଟେ ମନୁଷ୍ଯମାନଙ୍କର ସଂଖ୍ଯା 1,57,600 ସମାନେେ ସମାନଙ୍କେର ଧ୍ବଜା ଧରି ସମସ୍ତଙ୍କ ପଛ ରେ ଅଗ୍ରସର ହବେେ।

ଗଣନା ପୁସ୍ତକ 7:66

ଦଶମ ଦିନ ଦାନ ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆପଣା ଉପହାର ଆଣିଲା।

ଗଣନା ପୁସ୍ତକ 26:42

ଦାନ ପରିବାରବର୍ଗର ପରିବାରଗୁଡିକ ହେଲେ: ଶୂହମଠାରୁ ଶୂହମୀଯ ଗୋଷ୍ଠୀ,

ଦିତୀୟ ବିବରଣ 25:17

ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ପଥ ମଧିଅରେ ଅମାଲକେୀଯ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି କରିଥିଲେ।

ଯିହୋଶୂୟ 6:9

ସୈନ୍ଯମାନେ ସମାନଙ୍କେର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମଷେ ଶିଙ୍ଗା ବଜାଉଥିଲେ ସମାନଙ୍କେର ସମ୍ମକ୍ସ୍ଟଖ ରେ ଚାଲିଲେ। ପ୍ରହରୀଗଣ ପବିତ୍ର ନିଯମ ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ସମାନେେ ଏହିପରି ଭାବରେ ଅବିରତ ମଷେ ଶିଙ୍ଗା ବଜାଇ ସହର ପରିକ୍ରମଣ କଲେ।

ଯିଶାଇୟ 52:12

ତୁମ୍ଭମାନେେ ତରତର ହାଇେ ୟାଅ ନାହିଁ କିମ୍ବା ତୁମ୍ଭମାନେେ ପଳାତକପରି ପଳାଯନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ, ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କର ଅନୁସରଣ କରିବେ।

ଯିଶାଇୟ 58:8

ଏହାକଲେ ଅରୁଣସଦୃଶ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହବେ। ପୁଣି ତୁମ୍ଭର ଧର୍ମ' ତୁମ୍ଭର ସମ୍ମୁଖବର୍ତ୍ତୀ ହବେ ଓ ସଦାପ୍ରଭୁଙ୍କର ମହିମା ତୁମ୍ଭର ପଶ୍ଚାତବର୍ତ୍ତୀ ହବେ।

Interlinear

Choose Theme