Home Bibles ☰ Books ଯିହୋଶୂୟ 6:9 · ଓଡ଼ିଆ ବାଇବେଲ
ଯିହୋଶୂୟ 6:9 · ଓଡ଼ିଆ ବାଇବେଲ

ସୈନ୍ଯମାନେ ସମାନଙ୍କେର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମଷେ ଶିଙ୍ଗା ବଜାଉଥିଲେ ସମାନଙ୍କେର ସମ୍ମକ୍ସ୍ଟଖ ରେ ଚାଲିଲେ। ପ୍ରହରୀଗଣ ପବିତ୍ର ନିଯମ ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ସମାନେେ ଏହିପରି ଭାବରେ ଅବିରତ ମଷେ ଶିଙ୍ଗା ବଜାଇ ସହର ପରିକ୍ରମଣ କଲେ।

Cross references

ଗଣନା ପୁସ୍ତକ 10:25

ଦାନ ଗୋଷ୍ଠୀର ବିଭାଗର ଧ୍ବଜା ପରେ ଚାଳିତ ହେଲା। ସମାନେେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେ ସମାନଙ୍କେର ଅଧିନାଯକ ଥିଲେ।

ଯିହୋଶୂୟ 6:13

ଏବଂ ସାତଜଣ ଜାବକ ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେ ଶିଙ୍ଗା ରେ ତିଆରି ତୂରୀ ବଜାଇ ବଜାଇ ଚାଲିଲେ। ସଶସ୍ତ୍ର ସୈନିକମାନେ ମଧ୍ଯ ସମାନଙ୍କେ ଆଗ ରେ ଚାଲିଲେ। ପଛପଟର ପ୍ରହାରୀମାନେ ପବିତ୍ର ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ଏହିପରି ଭାବରେ ସମାନେେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ।

ଯିଶାଇୟ 52:11

ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

ଯିଶାଇୟ 58:8

ଏହାକଲେ ଅରୁଣସଦୃଶ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହବେ। ପୁଣି ତୁମ୍ଭର ଧର୍ମ' ତୁମ୍ଭର ସମ୍ମୁଖବର୍ତ୍ତୀ ହବେ ଓ ସଦାପ୍ରଭୁଙ୍କର ମହିମା ତୁମ୍ଭର ପଶ୍ଚାତବର୍ତ୍ତୀ ହବେ।

Interlinear

Choose Theme