ଗଣନା ପୁସ୍ତକ 10:24 · ଓଡ଼ିଆ ବାଇବେଲ
ତତ୍ପରେ ବିନ୍ଯାମୀନ ଗୋଷ୍ଠୀ ଆସିଲେ ଓ ଗିଦିଯୋନିର ପୁତ୍ର ଅବୀଦାନ ସମାନଙ୍କେର ଅଧିନାଯକ ଥିଲେ।
Cross references
ଗଣନା ପୁସ୍ତକ 1:11
ବିଦ୍ଯାମୀନ ପରିବାରବର୍ଗର, ଗିବିୟୋନର ପୁତ୍ର ଅବୀଦାନଣ।
ଗଣନା ପୁସ୍ତକ 7:60
ନବମ ଦିନ ବିନ୍ୟାମୀନ ସନ୍ତାନଗଣର ଅଧିପତି ଗିଦିୟୋନର ପୁତ୍ର ଅବୀଦାନ ଉପହାର ଆଣିଲା।