Home Bibles ☰ Books ଗଣନା ପୁସ୍ତକ 2:5 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 2:5 · ଓଡ଼ିଆ ବାଇବେଲ

ଯିହୁଦା ଗୋଷ୍ଠୀର ପାଖ ରେ ଇଷାଖର ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ଜୁଆର ପୁତ୍ର ନେଥନିଯଲ, ଇଷାଖର ଲୋକମାନଙ୍କର ଅଧିପତି ହବେ।

Cross references

ଗଣନା ପୁସ୍ତକ 1:8

ଇଷାଖର ପରିବାରବର୍ଗର, ସୂଯାରର ପୁତ୍ର ନଥନଲେ।

ଗଣନା ପୁସ୍ତକ 1:28

ଇଷାଖର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ

ଗଣନା ପୁସ୍ତକ 7:18

ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା।

ଗଣନା ପୁସ୍ତକ 7:23

ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

ଗଣନା ପୁସ୍ତକ 10:15

ଆଉ ସୂଯାରର ପୁତ୍ର ନଥନଲେୋ ଇଷାଖର ଗୋଷ୍ଠୀର ସନୋଧ୍ଯକ୍ଷ ଥିଲେ।

ଗଣନା ପୁସ୍ତକ 26:23

ଇଷାଖର ପରିବାରବର୍ଗର ପରିବାରଗୁଡିକ ହେଲେ: ତାେଲୟଠାରୁ ତୋଲଯୀଯ ଗୋଷ୍ଠୀ; ପୂଯଠାରୁ ପୂଯୀଯ ଗୋଷ୍ଠୀ।

Interlinear

Choose Theme