ଏହୂଦ୍ ରାଜାଙ୍କ ନିକଟକକ୍ସ୍ଟ ଗଲେ। ସହେି ସମୟରେ, ଇଲ୍ଲୋନ ଉଚ୍ଚ ସିଂହାସନ ମଂଚ ଉପରେ ବସିଥିଲେ, ଏହା କବଳେ ତାଙ୍କର ଥିଲା।
Cross references
ତା'ପରେ ବିଲିଯମ କହିଲେ,
ଏହୂଦ୍ ଜାଣିଲେ ଏବଂ ପକ୍ସ୍ଟର୍ତ୍ତୀ ନିକଟ ଗିଲଗଲସ୍ଥକକ୍ସ୍ଟ ଗଲେ, ତା'ପରେ ସେ ଫରେି ଆସି ରାଜାଙ୍କକ୍ସ୍ଟ ଭଟେି ଏହୂଦ୍ କହିଲେ, ମୁ ଆପଣାଙ୍କ ପାଇଁ ଏକ ଗକ୍ସ୍ଟଲ୍ଗ ଖବର ଆଣିଛି।
ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।
ସଦାପ୍ରଭୁ ଗାଦ୍କକ୍ସ୍ଟ କହିଲେ, ଦାଉଦ ନିକଟକକ୍ସ୍ଟ ୟାଇ କକ୍ସ୍ଟହ, 'ସଦାପ୍ରଭୁ ଏହିକଥା କହିଛନ୍ତି, ଆମ୍ଭେ ତକ୍ସ୍ଟମ୍ଭ ଆଗ ରେ ତିନି କଥା ରଖିଅଛକ୍ସ୍ଟ ସେଥି ମଧ୍ଯରକ୍ସ୍ଟ ଆପଣା ପାଇଁ ଗୋଟିଏ ମନୋନୀତ କରନ୍ତକ୍ସ୍ଟ। ତାହା ହିଁ ଆମ୍ଭେ ତୁମ୍ଭକୁ କରିବକ୍ସ୍ଟ।'
ହେ ପରମେଶ୍ବରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।
ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ବଂସ କରିବା। ହାତୀ ଦାନ୍ତ ରେ ନିର୍ମିତ ଗୃହ ମଧ୍ଯ ଧ୍ବଂସ ପାଇବ। ବହୁ ଘର ଏହିପରି ଧ୍ବଂସ ଲାଭ କରିବ। ସଦାପ୍ରଭୁ ଏହିସବୁ କୁହନ୍ତି।
ସଦାପ୍ରଭୁର ସ୍ବର ନଗରକୁ ଆହ୍ବାନ କରୁଛି। ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦବୋ ବିଜ୍ଞତାର ପରିଗ୍ଭୟକ ଅଟେ। ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ।