Cross references
ଏଜ୍ରା 2:3
ପରିଯୋଶର ବଂଶଧର 2,172 ଜଣ।
ଏଜ୍ରା 8:3
ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହାଇେଥିଲେ।
ନିହିମିୟା 10:14
ଏହି ଲୋକମାନଙ୍କର ପ୍ରଧାନ ବର୍ଗମାନେ, ପରିଯୋଶ୍, ପହତ୍- ମାୟୋବ,ଏଲମ୍, ସତ୍ତୁ, ବାନି,
ନିହିମିୟା 10:25
ରହୂମ୍, ହଶବ୍ନା ଓ ମା ସଯେ,