ଏଜ୍ରା 8:3 · ଓଡ଼ିଆ ବାଇବେଲ
ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହାଇେଥିଲେ।
Cross references
ପ୍ରଥମ ବଂଶାବଳୀ 3:22
ଶଖନିଯରଙ୍କର ବଂଶଧରମାନଙ୍କର ତାଲିକା ଏହି :ଶମଯିଯ। ଶମଯିଯଙ୍କର ଛଅ ପୁତ୍ର ଥିଲେ : ହଟୂଶ୍, ୟିଗାଲ, ବାରୀହ, ନିଯରିଯ, ଶମାେଯିହ ଓ ଶାଫଟ୍।
ଏଜ୍ରା 2:3
ପରିଯୋଶର ବଂଶଧର 2,172 ଜଣ।
ନିହିମିୟା 7:8
ପରିଯୋଶର ବଂଶଧର 2,172 ଜଣ।
ନିହିମିୟା 10:14
ଏହି ଲୋକମାନଙ୍କର ପ୍ରଧାନ ବର୍ଗମାନେ, ପରିଯୋଶ୍, ପହତ୍- ମାୟୋବ,ଏଲମ୍, ସତ୍ତୁ, ବାନି,