Cross references
ଏଜ୍ରା 8:1
ଏହି ନାମଗୁଡିକ ହେଉଛି ପିତୃବଂଶର ମୁଖ୍ଯମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନରୁ ୟିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ୟିରୁଶାଲମକୁ ଆସିଥିଲୁ। ଏହିଠା ରେ ସମାନଙ୍କେର ଚିଠା ଦିଆଗଲା।
ଏଜ୍ରା 8:3
ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହାଇେଥିଲେ।
ଏଜ୍ରା 10:25
ଇଶ୍ରାୟେଲ ମଧିଅରେ
ନିହିମିୟା 3:25
ଉଷଯର ପୁତ୍ର ପାଉଲ ପ୍ରାଚୀରର ବାଙ୍କ ସମ୍ମୁଖ ରେ ପ୍ରହରି ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖ ରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିଯୋଶର ପୁତ୍ର ପଦାଯ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
ନିହିମିୟା 7:8
ପରିଯୋଶର ବଂଶଧର 2,172 ଜଣ।
ନିହିମିୟା 10:15
ବୁନ୍ନି, ଅସ୍ଗଦ୍, ବବଯେ,