Home Bibles ନିହିମିୟା 7:70 · ଓଡ଼ିଆ ବାଇବେଲ
ନିହିମିୟା 7:70 · ଓଡ଼ିଆ ବାଇବେଲ

ପରିବାରର ପ୍ରଧାନମାନଙ୍କ ମଧ୍ଯରୁ କହେି କହେି ସହେି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1,000 ସ୍ବର୍ଣ୍ଣମୁଦ୍ରା, ପଗ୍ଭଶ କୁଣ୍ତ, 530 ଯାଜକିଯ ବସ୍ତ୍ର ଦଲୋ।

Cross references

ଯାତ୍ରା ପୁସ୍ତକ 12:22

ବିଡାଏ ଏସୋବ୍ ନଇେ ପାତ୍ର ରେ ଥିବା ରକ୍ତ ରେ ବୁଡାଇ ଦ୍ବାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ୟାଏ ତୁମ୍ଭମାନଙ୍କର କହେିଗୃହ ଦ୍ବାର ରେ ବାହାରକୁ ନଯାଉ।

ଯାତ୍ରା ପୁସ୍ତକ 24:6

ମାଶାେ ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ର ରେ ରଖିଲେ ଏବଂ ଆଉ ଅର୍ଦ୍ଧକେ ରକ୍ତ ବଦେୀ ଉପରେ ଢାଳିଲେ।

ଗଣନା ପୁସ୍ତକ 7:2

ସହେିଦିନ ଇଶ୍ରାୟେଲ ଅଧିପତିଗଣ ସଦାପ୍ରଭୁଙ୍କୁ ସମାନଙ୍କେ ପରିବାରବର୍ଗର ପ୍ରଧାନଗଣ ନବୈେଦ୍ଯ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାଯିତ୍ବ ରେ ଥିଲେ।

ପ୍ରଥମ ରାଜାବଳୀ 7:45

ପାତ୍ରଗୁଡ଼ିକ, କରଚୁଲ୍ଲୀଗୁଡ଼ିକ ଏବଂ ତାଟିଆଗୁଡ଼ିକ ହୀରମ୍ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିର ପାଇଁ ତିଆରି ହୋଇଥିଲା।

ପ୍ରଥମ ବଂଶାବଳୀ 28:17

କଣ୍ଟାଚାମଚ, ସିଞ୍ଚନକାରୀ ପାତ୍ର ଓ କୁମ୍ଭ ନିର୍ମାଣ କରିବା ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ଯକ ହବେ, ଦାଉଦ ତାହା କହିଲେ। ପ୍ରେତ୍ୟକକ ସୁବର୍ଣ୍ଣ ପାତ୍ର ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ଯକ ହବେ ଓ ପ୍ରେତ୍ୟକକ ରେ ୗପ୍ୟପାତ୍ର ନିମନ୍ତେ କେତେ ପରିମାଣର ରେ ୗପ୍ୟ ଆବଶ୍ଯକ ହବେ, ତାହା ଦାଉଦ କହିଲେ।

ପ୍ରଥମ ବଂଶାବଳୀ 29:3

ମୁଁ ମାରେପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରେ ୗପ୍ୟ ନିର୍ମିତ ଏକ ବିଶଷେ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମାରେ ପରମେଶ୍ବରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତ ରେ ଚା ହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି।

ଦିତୀୟ ବଂଶାବଳୀ 4:8

ଶଲୋମନ ଦଶଟି ମଜେ ତିଆରି କରି ମନ୍ଦିର ରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାଶର୍‌ବ ରେ ପାଞ୍ଚଟି କରି ମଜେ ରଖାଗଲା। ଆଉ 100ଟି େଛାଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ଯବହାର କଲେ।

ଦିତୀୟ ବଂଶାବଳୀ 4:11

ହୂରମ ପାତ୍ର, ବଲଚୋ ଓ ବସେିନ୍ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ବରଙ୍କୁ ମନ୍ଦିର ରେ ରାଜା ଶ ଲୋମନଙ୍କ ନିମନ୍ତେ ନିଜର କାର୍ୟ୍ଯ ଶଷେ କଲେ।

ଏଜ୍ରା 2:68

ସହେି ଦଳଟି ଆସି ୟିରୁଶାଲମର ସଦାପ୍ରଭୁଙ୍କର ମନ୍ଦିର ରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସହେି ମନ୍ଦିର ସ୍ବସ୍ଥାନ ରେ ସ୍ଥାପନ କରିବା ପାଇଁ ସ୍ବେଚ୍ଛାପୂର୍ବକ ଦାନ କଲେ।

ନିହିମିୟା 7:65

ଶାସନକର୍ତ୍ତା ସମାନଙ୍କେୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ।

ନିହିମିୟା 8:9

ଦଶାେଧ୍ଯକ୍ଷ ନିହିମିଯା, ଲିପିକାର ଓ ଯାଜକ ଏଜ୍ରା ଓ ଲବେୀୟମାନେ, ଯେଉଁମାନେ ବୁଝିବା ରେ ଲୋକମାନଙ୍କୁ ସାହାୟ୍ଯ କଲେ, ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ଶୋକ କରନାହିଁ କି ରୋଦନ କରନାହିଁ। ସମାନେେ ଏହା କହିଲେ, କାରଣ ବ୍ଯବସ୍ଥା ବାକ୍ଯ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।

ନିହିମିୟା 10:1

ଏହି ଚୁକ୍ତି ପତ୍ରଗୁଡିକ ଏହିସହୁ ଅଧିକାରୀଙ୍କ ମାହେର ରେ ସ୍ବାକ୍ଷରିତ ହାଇେଥିଲା। ଯଥା:- ରାଜ୍ଯପାଳ ନିହମିଯା ହଖଲିଯଙ୍କ ପୁତ୍ର ସିଦିକିଯ।

ଯିରିମିୟ 52:19

ପୁଣି ପ୍ରହରୀମାନଙ୍କର ସନୋପତି େଛାଟ ତାଟିଆ, କରଇେ, ବଦେୀ ଉପ ରେ ସିଞ୍ଚନ ପାଇଁ ବ୍ଯବହୃତ ହେଉଥିବା ପାତ୍ର, କଟେଲି, ଦୀପରୁଖା ଏବଂ ପଯେ ନବୈେଦ୍ଯ ଉତ୍ସର୍ଗ ପାଇଁ ବ୍ଯବହୃତ ହେଉଥିବା ପାତ୍ରସବୁ ନଇଗେଲେ। ଖାଣ୍ଟିସୁନା ଓ ରୂପା ରେ ନିର୍ମିତ ହାଇେଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ।

Interlinear

Choose Theme