ମୁଁ ମାରେପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରେ ୗପ୍ୟ ନିର୍ମିତ ଏକ ବିଶଷେ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମାରେ ପରମେଶ୍ବରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତ ରେ ଚା ହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି।
Cross references
କିନ୍ତୁ ରାଜା ଦାଉଦ ଅରଣନ୍ଙ୍କୁ ଉତ୍ତର ଦେଲେ, ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ଯ ଦବେି। ମୁଁ ତୁମ୍ଭଠାରୁ କିଛି ନଇେ ସଦାପ୍ରଭୁଙ୍କୁ ଦବେି ନାହିଁ। ମୁଁ ବିନା ମୂଲ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରିବି ନାହିଁ।
ଦାଉଦ ଏତେ ସଂଖ୍ଯକ ଦବଦୋରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାୟାଇ ନ ପା ରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ଯ ଦବଦୋରୁ କାଠ ଆଣିଲେ।
ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ବର୍ଣ୍ଣ ଦଇେଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦଇେଅଛି। ମୁଁ ଏତେ ପରିମାଣ ରେ ପିତ୍ତଳ ଓ ଲୁହା ଦଇେଅଛି ଯେ, ତାହା ତୌଲ କରାୟାଇ ନ ପା ରେ। ମୁଁ କାଠ ଓ ପ୍ରସ୍ତର ମଧ୍ଯ ଦଇେଅଛି। ଶଲୋମନ, ତୁମ୍ଭେ ସେଥି ରେ ଆହୁରି ୟୋଗ କରିପାର।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।
ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ ବାସ୍ତବରେ ସୁନ୍ଦର ଅଟେ।
ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।
ମୁଁ ଖୁସି ହଲିେ, ଯେତବେେଳେ ଲୋକମାନେ କହିଲେ, ଚାଲ ସଦାପ୍ରଭୁଙ୍କ ମନ୍ଦିରକୁ ୟିବା।
ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।
ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।