Home Bibles ☰ Books ନିହିମିୟା 3:26 · ଓଡ଼ିଆ ବାଇବେଲ
ନିହିମିୟା 3:26 · ଓଡ଼ିଆ ବାଇବେଲ

ଏହି ସମୟରେ ନଥୀନୀଯମାନେ ଜଳଦ୍ବାରର ପୂର୍ବଦିଗ ରେ ସମ୍ମୁଖ ପର୍ୟ୍ଯନ୍ତ ଓ ବାହାର ଦୁର୍ଗ ପର୍ୟ୍ଯନ୍ତ ଓ ଫଲ ରେ ବାସ କରୁଥିଲେ।

Cross references

ପ୍ରଥମ ବଂଶାବଳୀ 9:2

ଯେଉଁମାନେ ପ୍ରଥମେ ଫରେିଆସି ସମାନଙ୍କେର ଅଧିକାର ରେ ସଠାେରେ ସମାନଙ୍କେର ନଗର ରେ ବାସ କଲେ, ସେଥିମଧ୍ଯରୁ କେତକେ ଇଶ୍ରାୟେଲୀୟ, ଯାଜକଗଣ, ଲବେୀୟଗଣ ଓ ସବେକଗଣ ଥିଲେ।

ଦିତୀୟ ବଂଶାବଳୀ 27:3

ୟୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଉର୍ଦ୍ଧ୍ବସ୍ଥ ଦ୍ବାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 33:14

ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହା ରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକା ରେ ଥିଲା ଏବଂ ଗୀହାନେ ଝରଣାର ପଶ୍ଚିମ ପାଶର୍‌ବରୁ ମତ୍ସ୍ଯ ଦ୍ବାରର ପ୍ରବେଶପଥ ପର୍ୟ୍ଯନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗ ରେ ବେଷ୍ଟନ କରି ରହିଥିଲା। ସେ ସହେି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହାପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ।

ଏଜ୍ରା 2:43

ମନ୍ଦିରର ବିଶଷେ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟଦ୍ଦଯୋତ।

ନିହିମିୟା 3:27

ତା'ପରେ ତକୋଯୀଯମାନେ ବାହାରସ୍ଥ ବଡ ଦୁର୍ଗ ସମ୍ମୁଖରୁ ଓ ଫଲର ପ୍ରାଚୀର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।

ନିହିମିୟା 7:46

ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସ୍ବଫା, ଟଦ୍ଦାଯୋତର ବଂଶଧର।

ନିହିମିୟା 8:1

ତେଣୁ ସମସ୍ତ ଲୋକମାନେ ଜଳଦ୍ବାର ନିକଟରେ ଥିବା ଛକରେ ଏକମନ ରେ ଏକତ୍ରୀତ ହେଲେ। ସଦାପ୍ରଭୁ ଇଶ୍ରାୟେଲକୁ ମାଶାଙ୍କେର ଯେଉଁ ବ୍ଯବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସମାନେେ ଏଜ୍ରା ଲିପିକାରଙ୍କୁ କହିଲେ।

ନିହିମିୟା 8:3

ସେ ଜଳଦ୍ବାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗ ରେ ପ୍ରଭାତରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ସହେି ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।

ନିହିମିୟା 8:16

ତହିଁରେ ଲୋକମାନେ ବାହା ରେ ୟାଇ ତାହା ସବୁ ଆଣି ଆପଣା ପାଇଁ ପତ୍ର କୁଟୀର ନିର୍ମାଣ କଲେ। ପ୍ରେତ୍ୟକକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣ ରେ ପରମେଶ୍ବରଙ୍କ ଗୃହର ସବୁ ପ୍ରାଙ୍ଗଣ ରେ ଓ ଜଳ ଦ୍ବାର ଛକରେ ଓ ଇଫ୍ରଯିମ ଦ୍ବାର ଛକରେ ଅସ୍ଥାଯୀ କୁଟୀର ନିର୍ମାଣ କଲେ।

ନିହିମିୟା 10:28

ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ବରଙ୍କ ନିକଟରେ ଏକ ଶପଥ କଲେ। ସମାନେେ କହିଲେ, ଯଦି ଆମ୍ଭମାନେେ ଆମ୍ଭର ଶପଥ ନରଖୁ, ତବେେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ। ପରମେଶ୍ବରଙ୍କ ବ୍ଯବସ୍ଥା ତାଙ୍କର ଦାସ ମାଶାଙ୍କେ ଦ୍ବାରା ଘାଷେଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକା ରେ ସଦାପ୍ରଭୁ ପରମେଶ୍ବରଙ୍କର ବ୍ଯବସ୍ଥା ଓ ନିଯମ ମାନିବା ପାଇଁ ଶପଥ କଲେ।

ନିହିମିୟା 11:21

ମନ୍ଦିରର ସବେକମାନେ ଓଫଲ ପର୍ବତ ରେ ବାସ କଲେ। ଆଉ ସୀହ ଓ ଗିଷ୍ପ ମନ୍ଦିରର ସବେକମାନଙ୍କର ମୂଖ୍ଯ ଥିଲେ।

ନିହିମିୟା 12:37

ସମାନେେ ଝର ଫାଟକ ନିକଟରେ ହେଲାପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦନଗରର ପାହଚ ଉଠିବା ପରେ ଉଠି ଦାଉଦଙ୍କର ଗୃହ ଉପରେ ଦଇେ ପୂର୍ବ ଆଡେ ଜଳଦ୍ବାର ଆଡେ ଗଲେ।

ଯିଶାଇୟ 32:14

ମାରେ ଲୋକମାନେ ରାଜନଗରୀ ପରିତ୍ଯାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ଯ ହବେ। ଗିରି ଓ ପ୍ରହରି ଦୁର୍ଗ ଚିରିକାଳ ଗୁହାମଯ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହବେ।

Interlinear

Choose Theme