Home Bibles ☰ Books ଦିତୀୟ ବଂଶାବଳୀ 27:3 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 27:3 · ଓଡ଼ିଆ ବାଇବେଲ

ୟୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଉର୍ଦ୍ଧ୍ବସ୍ଥ ଦ୍ବାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ।

Cross references

ଦିତୀୟ ବଂଶାବଳୀ 23:20

ଯିହାୟୋଦାରଦା ନିଜ ସହିତ ସନୋଧ୍ଯକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ଯରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ବାର ଦଇେ ସମାନେେ ରାଜାଙ୍କ ଗୃହ ମଧିଅରେ ପ୍ରବେଶ କଲେ। ସହେି ସ୍ଥାନ ରେ ସମାନେେ ରାଜାଙ୍କୁ ସିଂହାସନ ରେ ବସାଇଲେ।

ଦିତୀୟ ବଂଶାବଳୀ 33:14

ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହା ରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକା ରେ ଥିଲା ଏବଂ ଗୀହାନେ ଝରଣାର ପଶ୍ଚିମ ପାଶର୍‌ବରୁ ମତ୍ସ୍ଯ ଦ୍ବାରର ପ୍ରବେଶପଥ ପର୍ୟ୍ଯନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗ ରେ ବେଷ୍ଟନ କରି ରହିଥିଲା। ସେ ସହେି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହାପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ।

ନିହିମିୟା 3:26

ଏହି ସମୟରେ ନଥୀନୀଯମାନେ ଜଳଦ୍ବାରର ପୂର୍ବଦିଗ ରେ ସମ୍ମୁଖ ପର୍ୟ୍ଯନ୍ତ ଓ ବାହାର ଦୁର୍ଗ ପର୍ୟ୍ଯନ୍ତ ଓ ଫଲ ରେ ବାସ କରୁଥିଲେ।

ଯିରିମିୟ 20:2

ତେଣୁ ପଶ୍ହୂର ଭବିଷ୍ଯଦବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ଯାମୀନର ଉପର ଫାଟକରେ ଥିବା ହରିକାଠ ରେ ତାକୁ ବନ୍ଦ କରି ରଖିଲା।

ଯିରିମିୟ 26:10

ଅନନ୍ତ ରେ ଯିହୁଦାର ଅଧିପତିମାନେ ଏହିସବୁ ବିଷଯ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ବାରର ପ୍ରବେଶ ସ୍ଥାନ ରେ ବସିଲେ।

Interlinear

Choose Theme