Home Bibles ☰ Books ନିହିମିୟା 3:23 · ଓଡ଼ିଆ ବାଇବେଲ
ନିହିମିୟା 3:23 · ଓଡ଼ିଆ ବାଇବେଲ

ସମାନଙ୍କେ ପରେ ବିନ୍ଯାମୀନ ଓ ହଶୂବ୍ ସମାନଙ୍କେ ଆପଣାମାନଙ୍କ ଗୃହଗୁଡିକ ସମ୍ମୁଖ ରେ ଭଗ୍ନ ଅଂଶ ମରାମତି କଲେ। ସମାନଙ୍କେ ପରେ ଅନନିଯର ପୁତ୍ର ମା ସଯେ, ମା ସଯରେ ପୁତ୍ର ଅସରିଯ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।

Cross references

ନିହିମିୟା 3:10

ହରୁମଫର ପୁତ୍ର ୟିଦାଯ ଆପଣା ଗୃହ ସମ୍ମୁଖ ରେ ପ୍ରାଚୀର ଗଠନ କଲା। ତା ନିକଟକୁ ହଶ୍ବନିଯର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା।

ନିହିମିୟା 3:29

ସମାନଙ୍କେ ପରେ ଇମ୍ ମାରେର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖ ରେ ଭଗ୍ନ ଅଂଶ ଗଠନ କଲେ। ତା'ପରେ ପୂର୍ବଦ୍ବାରପାଳ ଶିଖନିଯର ପୁତ୍ର ଶମଯିଯ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।

ନିହିମିୟା 8:4

ଏଜ୍ରା ଯାଜକ ସହେି କାର୍ୟ୍ଯ ନିମନ୍ତେ ନିର୍ମିତ କାଠମଯ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାଶର୍‌ବ ରେ ତାଙ୍କ ନିକଟରେ ମତ୍ତଥିଯ, ଶମାେ, ଅନାଯ, ଊରିଯ, ହିଲ୍କିଯ, ମା ସଯେ ଠିଆ ହେଲେ, ଏବଂ ତାଙ୍କ ବାମ ପାଶର୍‌ବ ରେ ପଦାଯ ଓ ମୀଶାଯଲେ, ମଲକିଯ, ହଶୁମ ଓ ହଶ୍ବଦ୍ଦାନା, ଜିଖରିଯ ଓ ମଶୁଲ୍ଲମ ଠିଆ ହେଲେ।

ନିହିମିୟା 8:7

ଯଶୂେଯ, ବାନି, ଶେ ରବେିଯ, ୟାମୀନ୍, ଅକ୍କ୍କବ୍, ଶଦ୍ଦଥଯ, ଦୋଦୀଯ, ମା ସଯେ, କଲିଟ୍, ଅସରିଯ, ୟୋଷାବଦ୍, ହାନନ୍, ପଲାଯ ଏହି ଲୋକମାନେ ଲବେୀୟ ଗୋଷ୍ଠୀର ଥିଲେ। ସମାନେେ ଲୋକମାନଙ୍କୁ ବ୍ଯବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିଲେ।

ନିହିମିୟା 10:2

ସରାଯ, ଅସରିଯ, ଯିରିମିୟ,

Interlinear

Choose Theme