Home Bibles ☰ Books ନିହିମିୟା 10:2 · ଓଡ଼ିଆ ବାଇବେଲ
ନିହିମିୟା 10:2 · ଓଡ଼ିଆ ବାଇବେଲ

ସରାଯ, ଅସରିଯ, ଯିରିମିୟ,

Cross references

ଏଜ୍ରା 2:63

ଶାସନକର୍ତ୍ତା ସମାନଙ୍କେୁ କହିଲେ ଯେ, ସମାନେେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ୟ୍ଯନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହାଇେ ନାହିଁ।

ନିହିମିୟା 3:23

ସମାନଙ୍କେ ପରେ ବିନ୍ଯାମୀନ ଓ ହଶୂବ୍ ସମାନଙ୍କେ ଆପଣାମାନଙ୍କ ଗୃହଗୁଡିକ ସମ୍ମୁଖ ରେ ଭଗ୍ନ ଅଂଶ ମରାମତି କଲେ। ସମାନଙ୍କେ ପରେ ଅନନିଯର ପୁତ୍ର ମା ସଯେ, ମା ସଯରେ ପୁତ୍ର ଅସରିଯ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।

ନିହିମିୟା 11:11

ହିଲ୍କିଯର ପୁତ୍ର ସରାଯ, ହିଲ୍କିଯ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାଯୋତର ପୁତ୍ର, ମରାଯୋତ୍ ଅହୀଟୁବ୍ର ପୁତ୍ର, ସରାଯ ପରମେଶ୍ବରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।

ନିହିମିୟା 12:1

ଏହିମାନେ ହେଉଛନ୍ତି ଯାଜକ ଓ ଲବେୀୟ, ଶଲ୍ଟୀଯଲରେ ପୁତ୍ର ସଋଦ୍ଦାବିଲ ଓ ଯଶୂେଯ ସଙ୍ଗେ ଆସିଲେ, ସମାନେେ ହେଲେ ସରାଯ, ଯିରିମିୟ, ଏଜ୍ରା,

ନିହିମିୟା 12:33

ଆଉ ଅସରିଯ, ଏଜ୍ରା ଓ ମଶୁଲ୍ଲମ୍,

Interlinear

Choose Theme