ଆମ୍ଭମାନଙ୍କ ପରମେଶ୍ବରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ୟୁଦ୍ଧ କରିବାକୁ ଆସିଅଛୁ, ଆମ୍ଭମାନେେ ସାହସୀ ଓ ବଳବାନ ହେଉ ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।
Cross references
ତୁମ୍ଭେ ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭମାନେେ ସହେି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ୟ୍ଯ କରିବେ ନାହିଁ କିଅବା ଛାଡିବେ ନାହିଁ।
କିନ୍ତୁ ତୁମ୍ଭେ ବଳବାନ ଓ ସାହାସୀ ହକ୍ସ୍ଟଅ। ଅନ୍ୟ କଥା ମାନିବାକକ୍ସ୍ଟ ତୁମ୍ଭେ ନିଶ୍ଚିତ ମାରେ ଦାସ ମାଶାଙ୍କେର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତବେେ ତୁମ୍ଭେ ଯେଉଁ କର୍ମ କରିବ ସେଥି ରେ ଉତ୍ତିର୍ଣ୍ଣ ହବେ।
ଏହାପରେ ଯିହାଶୂେୟ ଉପସ୍ଥିତ ଲୋକମାନଙ୍କୁ ସମ୍ ବୋଧନ କରି କହିଲେ, ଯୋଦ୍ଧା ଏବଂ ସାହାସୀ ହକ୍ସ୍ଟଅ! ଭୟ କର ନାହିଁ! ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ଦଖାଇବେି, ସଦାପ୍ରଭୁ ଭବିଷ୍ଯତ ରେ ଆମ୍ଭମାନଙ୍କର ଶତୃମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭମାନେେ ଭବିଷ୍ଯତ ରେ ୟକ୍ସ୍ଟଦ୍ଧ କରିବ।
କିନ୍ତୁ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, ଆମେ ପାପ କରିଛକ୍ସ୍ଟ। ତୁମ୍ଭର ଯାହା ଇଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।
ତହିଁରେ ଶାମକ୍ସ୍ଟଯଲେ କିଛି ଗକ୍ସ୍ଟଲ୍ଗ ନ କରି ତାହାଙ୍କକ୍ସ୍ଟ ସବୁକଥା ଜଣାଇଲେ।
ହେ ପଲେଷ୍ଟୀୟମାନେ, ତୁମ୍ଭମାନେେ ବଳବାନ ଓ ସାହସୀ ହକ୍ସ୍ଟଅ। ପୁରୁଷ ପଣ ରେ ୟକ୍ସ୍ଟଦ୍ଧ କର। ତହିଁରେ ଏବ୍ରୀଯମାନେ ଆମ୍ଭର ଦାସ ହାଇେଥିଲେ, ତେଣୁ ତୁମ୍ଭମାନେେ ନିଶ୍ଚଯ ସମାନଙ୍କେର ଦାସ ହାଇେ ପାରିବ ନାହିଁ। ତୁମ୍ଭମାନେେ ପୁରୁଷତ୍ବ ପ୍ରକାଶ କର ଓ ୟକ୍ସ୍ଟଦ୍ଧ କର।
ଯୋନାଥନ ତାଙ୍କ ଆଜ୍ଞାକାରୀ ୟକ୍ସ୍ଟବକଙ୍କକ୍ସ୍ଟ ୟିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକକ୍ସ୍ଟ କହିଲେ, ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡକକ୍ସ୍ଟ ୟିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ଯବହାର କରି ସମାନଙ୍କେୁ ପରାସ୍ତ କରିପାରନ୍ତି, କାରଣ ଅଳ୍ପ ବା ବେଶୀ ସୈନ୍ଯ ହକ୍ସ୍ଟଅନ୍ତକ୍ସ୍ଟ ସଦାପ୍ରଭୁଙ୍କୁ ସମାନଙ୍କେୁ ରକ୍ଷା କରିବାରକ୍ସ୍ଟ କହେି ଅଟକାଇ ପାରିବ ନାହିଁ।
ଦାଉଦ ଶାଉଲଙ୍କକ୍ସ୍ଟ କହିଲେ, ଗଲିଯାତ ୟୋଗକ୍ସ୍ଟଁ ଲୋକମାନେ ହତାଶ ହବୋ ଉଚିତ୍ ନକ୍ସ୍ଟ ହେଁ। ଆପଣଙ୍କ ଦାସ ୟାଇ ସହେି ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବ।
ବଳବାନ ହକ୍ସ୍ଟଅ, ଏବଂ ସାହସର ସହିତ ୟକ୍ସ୍ଟଦ୍ଧ କର, ଆମ୍ଭର ପ୍ରଭକ୍ସ୍ଟଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖି ରେ ଯାହା ଠିକ୍ ସେ ତାହା କରିବେ।
କିନ୍ତୁ ଯଦି ସଦାପ୍ରଭୁ ମାେ ଉପରେ ସଦଯ ନକ୍ସ୍ଟହଁନ୍ତି ବୋଲି କହନ୍ତି, ତବେେ ସେ ଯାହା ଗ୍ଭହିଁବେ ମାେ ଉପରେ ତାହା କରି ପାରିବେ।
କିନ୍ତୁ ରାଜା କହିଲେ, ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ, କାହିଁକି ତୁମ୍ଭମାନେେ ମାେ ବିଷଯ ରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମଯି ମାେତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକକ୍ସ୍ଟ କହିଛନ୍ତି, ମାେତେ ଅଭିଶାପ ଦବୋ ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରିପାରିବ, ଜିନିଷଗକ୍ସ୍ଟଡିକ ବିଷଯ ରେ ସେ କରନ୍ତି?
ହେ ଏଜ୍ରା, ଉଠନ୍ତୁ, କାରଣ ଏହା ତୁମ୍ଭ ଉପରେ ଏହି କାର୍ୟ୍ଯର ଭାର ଅଛି, ତେଣୁ ଆମ୍ଭମାନେେ ତୁମ୍ଭକୁ ସାହାୟ୍ଯ କରିବୁ। ସାହସିକ ହାଇେ ଏହି କାର୍ୟ୍ଯ କରନ୍ତୁ।
ଯେତବେେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳନୀମାନଙ୍କୁ, ଅଧ୍ଯକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, ତୁମ୍ଭମାନେେ ସମାନଙ୍କେୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ୍ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭମାନେେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ଯାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ୟୁଦ୍ଧ କର।
ଏତେ ସବୁ ଘଟିଲା ପରେ ଆୟୁବ ପାପ କଲା ନାହିଁ ଏବଂ ପରମେଶ୍ବର କିଛି ଭୁଲ କରିଛନ୍ତି ବୋଲି ସେ କହିଲା ନାହିଁ।
ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସୀକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର।
ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ବାସ ରେ ଅଟଳ ରୁହ।