ପୂର୍ବକାଳ ରେ ଦାଉଦ ଓ ଆସଫ୍ ସମୟରେ ଗାଯକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦାର୍ଥକ ନାନା ଓ ଗୀତ ଥିଲା।
Cross references
ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :
ହମେନ ସଦାପ୍ରଭୁଙ୍କ ମନ୍ଦିର ରେ ଗୀତଗାଯନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ସହେି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସମାନେେ ଏହି ପ୍ରକା ରେ ପରମେଶ୍ବରଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ଯକ୍ତିମାନଙ୍କୁ ମନୋନୀତ କରିଥିଲେ : ଆସଫ, ୟିଦୁଥୂନ ଓ ହମେନ।
ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।
ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।
ପରମେଶ୍ବର ସତରେ ଇଶ୍ରାୟେଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦଯ ପବିତ୍ର ସମାନଙ୍କେ ନିମନ୍ତେ ପରମେଶ୍ବର ମଙ୍ଗଳମଯ ଅଟନ୍ତି।
ହେ ପରମେଶ୍ବର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ ! ହେ ପରମେଶ୍ବର, ଦୟାକରି କିଛି କୁହ !