Home Bibles ☰ Books ନିହିମିୟା 12:10 · ଓଡ଼ିଆ ବାଇବେଲ
ନିହିମିୟା 12:10 · ଓଡ଼ିଆ ବାଇବେଲ

ଯଶୂେଯ ୟୋଯାକୀମ୍ର ପିତା ଥିଲେ, ୟୋଯାକୀମ୍ ଇଲିଯାଶୀବର ପିତା ଥିଲେ ଓ ଇଲିଯାଶୀବ ୟୋଯାଦର ପିତା ଥିଲେ।

Cross references

ପ୍ରଥମ ବଂଶାବଳୀ 6:3

ଅମ୍ରାନ୍ଙ୍କର ସନ୍ତାନମାନେ ଥିଲେ ହାରୋଣ, ମାଶାେ ଓ ମରିଯମ୍।

ପ୍ରଥମ ବଂଶାବଳୀ 24:11

ନବମ ଦଳ ଥିଲା ଯଶୂେଯଙ୍କ ଦଳ।

ପ୍ରଥମ ବଂଶାବଳୀ 24:12

ଏକାଦଶ ଦଳ ଥିଲା ଇଲୀଯାଶୀବଙ୍କ ଦଳ।

ନିହିମିୟା 3:1

ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।

ନିହିମିୟା 12:22

ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।

ନିହିମିୟା 12:26

ଏମାନେ ସମସ୍ତେ ୟୋଷାଦକର ପୁତ୍ର ଯଶୂେଯର ପୁତ୍ର ୟୋଯାକୀମ ସମୟରେ, ଆଉ ରାଜ୍ଯପାଳ ନିହିମିଯା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ।

ନିହିମିୟା 13:4

ଏଥି ପୂର୍ବରୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରସ୍ଥିତ କଠାେରୀ ସବୁର ଦାଯିତ୍ବ, ଇଲିଯାଶୀବ୍କୁ ଦିଆଗଲା। ଇଲିଯାଶୀବ୍ ଯାଜକ ଟୋବିୟର କୁଟୁମ୍ବ ଥିଲା।

ନିହିମିୟା 13:7

ଏହାପରେ ମୁଁ ୟିରୁଶାଲମକୁ ଫରେି ଆସିଲି ଏବଂ ଇଲିଯାଶୀବ୍, ଟୋବିୟ ନିମନ୍ତେ ପରମେଶ୍ବରଙ୍କ ମନ୍ଦିରର ପ୍ରାଙ୍ଗଣ ରେ ଏକ କଠାେରୀ ପ୍ରସ୍ତୁତ କରି ଯେଉଁ ମନ୍ଦକର୍ମ କରିଥିଲା ତାହା ବିଷଯ ରେ ଶୁଣିଲି।

ନିହିମିୟା 13:28

ମହାୟାଜକ ଇଲିଯାଶୀବ୍ର ପୁତ୍ର ଯିହାୟୋଦାରଦାର ପୁତ୍ରମାନଙ୍କ ମଧ୍ଯରୁ ଜଣେ ପୁତ୍ର ହାରୋଣୀଯ ସନ୍ବଲ୍ଲଟର ଜ୍ବାଇଁ ଥିଲା। ମୁଁ ସହେି ଲୋକଙ୍କୁ ମାଠାରୁେ ଗ୍ଭଲିୟିବା ପାଇଁ ବାଧ୍ଯ କରିଥିଲି।

Interlinear

Choose Theme