ନିହିମିୟା 12:11 · ଓଡ଼ିଆ ବାଇବେଲ
ୟୋଯାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ, ୟୁଦ୍ଦୁଯର ପିତା ଥିଲେ।
Cross references
ନିହିମିୟା 12:22
ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।