ତୁମ୍ଭେ ସହେି ସବୁ କାମ କରିପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ବଂସ କରିବ। ଖଣ୍ତା ତୁମ୍ଭକୁ ହତ୍ଯା କରିବ, ତୁମ୍ଭର ଜମି ରେ ଦଳେ ପଙ୍ଗପାଳ ସଦୃଶ ଦଖାେଯିବେ ୟିଏକି ଆସିବ ଏବଂ ସବୁ ଖାଇ ଦବେେ।
Cross references
ତେଣୁ ମାଶାେ ତାଙ୍କର ଆଶାବାଡିଟିକୁ ମିଶର ଭୂମିରେ ବିସ୍ତାର କଲେ ଏବଂ ଏହାପରେ ସଦାପ୍ରଭୁ ପୂର୍ବଦିଗରୁ ଖୁବ୍ ୟୋର ରେ ପବନ ବୁହାଇଲେ। ଏହି ପବନ ଦିନ ଏ ରାତି ତମାମ ଲାଗି ରହିଲା। ପ୍ରଭାତ ହବୋରୁ ସହେି ପବନ ଦ୍ବାରା ପଙ୍ଗପାଳ ଦ୍ବାରା ମିଶର ଭୂମି ପରିପୂର୍ଣ୍ଣ ହାଇଗେଲା।
ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।
ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା ଯେଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ ରେ ପଠାଇଲୁ। ସମାନେେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫରୋଇ ଦବୋ, ଯାହା ବର୍ଷଧରି ଖାଇୟାଇଛନ୍ତି।
ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ବର କୁହନ୍ତି, ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଅଛୁ। ଆମ୍ଭେ ତୁମ୍ଭର ରଥକୁ ଜାଳିଦବୋ ଓ ତୁମ୍ଭର 'ୟୁବକ ସିଂହମାନଙ୍କୁ' ଖଣ୍ତା ରେ ହତ୍ଯା କରିବା। ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦବୋ। ଲୋକମାନେ ଆଉ କବେେ ମନ୍ଦ ଖବର ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।
ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡିକ ଶତୃସୈନ୍ଯ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡିକରେ ଲାଗିଥିବା କାଠର ଦଣ୍ତଗୁଡିକ ଅଗ୍ନି ପୋଡି଼ ଦଇେଛି।
ସଦାପ୍ରଭୁ ଉତ୍ତରକୁ ଯିବେ ଏବଂ ଅଶୂରକୁ ଦଣ୍ତ ଦବେେ। ନୀନିବୀ ଗୋଟିଏ ଶୂନ୍ଯ ଶୁଷ୍କ ମରୁଭୂମିରେ ପରିଣତ ହବେ।