Home Bibles ନାହୂମ 3:16 · ଓଡ଼ିଆ ବାଇବେଲ
ନାହୂମ 3:16 · ଓଡ଼ିଆ ବାଇବେଲ

ତୁମ୍ଭର ବହୁ ବ୍ଯବସାଯୀ ଅଛନ୍ତି। ସମାନେେ ଆକାଶ ତାରା ସଦୃଶ ଅଗଣିତ ଏବଂ ସମାନେେ ପଙ୍ଗପାଳ ସଦୃଶ। ସମାନେେ ସବୁ ଶଷେ ହବୋ ପର୍ୟ୍ଯନ୍ତ ଖାଆନ୍ତି ଏବଂ ପ ରେ ସମାନେେ ସହେି ସ୍ଥାନ ଛାଡନ୍ତି।

Cross references

ଆଦି ପୁସ୍ତକ 15:5

ଏହାପରେ ପରମେଶ୍ବର ତାଙ୍କୁ ବାହାରକୁ ନେଲେ ଓ କହିଲେ, ଉର୍ଦ୍ଧ ରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରିପାରିବ। ଏବଂ ସେ ମଧ୍ଯ କହିଲେ, ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ଯକ ହବେେ।

ଆଦି ପୁସ୍ତକ 22:17

ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।

ନିହିମିୟା 9:23

ତୁମ୍ଭେ ସମାନଙ୍କେ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ଯ ବହୁ ସଂଖ୍ଯକ କଲ। ଯେଉଁଦେଶ ସମାନେେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସମାନଙ୍କେ ପୂର୍ବପୁରୁଷଗଣଙ୍କଠା ରେ ଶପଥ କରିଥିଲ, ସହେି ଦେଶକୁ ସମାନଙ୍କେୁ ଆଣିଲ।

ଯିରିମିୟ 33:22

ଯେପରି ଆକାଶର ତାରା ଗଣା ୟାଇପାରିବ ନାହିଁ କି ସମୁଦ୍ରର ବାଲୁକା ମପା ୟାଇପାରିବ ନାହିଁ, ସହେିପରି ଆମ୍ଭେ ଦାଉଦ ବଂଶଧରକୁ ଓ ଲବେୀୟ ପରିବାରବର୍ଗକୁ ଏତେ ସଂଖ୍ଯା ରେ ଦାସ ଓ ପରିଚାରକ ପଠାଇବା ସଗେୁଡ଼ିକ ମଧ୍ଯ ଆକଳନ ହବେେ।

Interlinear

Choose Theme