Home Bibles ମୀଖା 3:7 · ଓଡ଼ିଆ ବାଇବେଲ
ମୀଖା 3:7 · ଓଡ଼ିଆ ବାଇବେଲ

ଆଉ ସହେି ଦର୍ଶକମାନେ ଲଜ୍ଜିତ ହବେେ ଏବଂ ମନ୍ତ୍ରଜ୍ଞମାନେ ଉଦ୍ବିଗ୍ନ ହବେେ। ସମାନେେ କିଛି କହି ପାରିବେ ନାହିଁ କାରଣ ପରମେଶ୍ବର ତାଙ୍କୁ କୌଣସି ଉତ୍ତର ଦବେେ ନାହିଁ।

Cross references

ଯାତ୍ରା ପୁସ୍ତକ 8:18

ମିଶରର ମନ୍ତ୍ରଜ୍ଞମାନେ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ଦ୍ବାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରିପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ଯମାନଙ୍କଠା ରେ ରହିଗଲେ।

ଯାତ୍ରା ପୁସ୍ତକ 9:11

ସହେି ବଥ ସକାେଶ ମନ୍ତ୍ରଜ୍ଞମାନେ ମାଶାଙ୍କେ ସମ୍ମୁଖୀନ ହାଇେ ପାରିଲେ ନାହିଁ। ପ୍ରେତ୍ୟକକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ଯାପିଗଲା।

ଲେବୀୟ ପୁସ୍ତକ 13:45

ପୁଣି ଯେଉଁ ଲୋକ କୁଷ୍ଠ ରୋଗୀ, ତାହାର ବସ୍ତ୍ର ଚିରାୟିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ର ରେ ଢାଙ୍କିବ। ପୁଣି ଅଶୁଚି, ଅଶୁଚି ବୋଲି ଚିତ୍କାର କରିବ।

ପ୍ରଥମ ଶାମୁୟେଲ 9:9

ଶାଉଲ ଗ୍ଭକରକକ୍ସ୍ଟ କହିଲେ,

ପ୍ରଥମ ଶାମୁୟେଲ 14:37

ତେଣୁ ଶାଉଲ ପରମେଶଓରଙ୍କୁ ପଚାରିଲେ, ମୁ ପଲେଷ୍ଟୀୟଙ୍କ ପଛ ରେ ୟିବି କି? ତୁମ୍ଭେ ଇଶ୍ରାୟେଲମାନଙ୍କୁ ପଲେଷ୍ଟୀୟଙ୍କକ୍ସ୍ଟ ପରାସ୍ତ କରିବାକୁ ଦବେ କି? କିନ୍ତୁ ପରମେଶ୍ବର ନୀରବ ରହିଲେ।

ପ୍ରଥମ ଶାମୁୟେଲ 28:6

ଯେତବେେଳେ ଶାଉଲ ସଦାପ୍ରଭୁଙ୍କୁ ପଚାରିଲେ, ସଦାପ୍ରଭୁ ତାଙ୍କୁ କିଛି ଉତ୍ତର କଲେ ନାହିଁ। ସଦାପ୍ରଭୁ ସ୍ବପ୍ନଦ୍ବାରା କିମ୍ବା ଉରୀମ୍ ଦ୍ବାରା ନା ଭବିଷ୍ଯଦ୍ବକ୍ତାଙ୍କ ଦ୍ବାରା ମଧ୍ଯ ତାଙ୍କୁ ଉତ୍ତର କଲେ ନାହିଁ।

ପ୍ରଥମ ଶାମୁୟେଲ 28:15

ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ମାେତେ କାହିଁକି ତୁମ୍ଭେ ବ୍ଯସ୍ତ କଲ? ମାେତେ କାହିଁକି ତୁମ୍ଭେ ଉଠାଇଲ?

ଗୀତସଂହିତା 74:9

ଆମ୍ଭମାନେେ ନିଜ ଚିହ୍ନସବୁ ଦେଖୁ ନାହୁଁ। କୌଣସି ଭବିଷ୍ଯଦ୍ବକ୍ତା ଆଉ ନାହାନ୍ତି। କ'ଣ କରିବାକୁ ହବେ କହେି ଜାଣନ୍ତି ନାହିଁ।

ଯିଶାଇୟ 44:25

ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।

ଯିଶାଇୟ 47:12

ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।

ଯିରିମିୟ 18:18

ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।

ଯିହିଜିକଲ 24:17

ଦୁଃଖ ରେ ଦୀର୍ଘ ନିଶ୍ବାସ ଛାଡ଼, ମାତ୍ର ଉଚ୍ଚ ସ୍ବର ରେ ନୁହେଁ। ମୃତ ପତ୍ନୀ ପାଇଁ ବିଳାପ କର ନାହିଁ। ସବୁଦିନ ବସ୍ତ୍ର ପରିଧାନ କଲାପରି ବସ୍ତ୍ର ପିନ୍ଧ, ମସ୍ତକରେ ଶିରୋଭୂଷଣ ବାନ୍ଧ, ପାଦ ରେ ପାଦୁକା ପିନ୍ଧ ଓ ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ। ଶୋକକାରୀମାନଙ୍କର ପ୍ରଥାନୁମାଦେିତ ଖାଦ୍ୟ ଖାଅ ନାହିଁ।

ଯିହିଜିକଲ 24:22

ତୁମ୍ଭମାନେେ ମଧ୍ଯ ସହେିପରି ଜିନିଷଗୁଡ଼ିକ ମୁଁ କଲାପରି କରିବ, ତୁମ୍ଭମାନେେ ନିଜ ନିଜ ନିଶ ଆଚ୍ଛାଦନ କରିବ ନାହିଁ କିମ୍ବା ଶୋକକାରୀମାନଙ୍କର ପ୍ରଥାନୁମାଦେିତ ଖାଦ୍ୟ ଖାଇବ ନାହିଁ।

ଦାନିଏଲ 2:9

ମାତ୍ର ତୁମ୍ଭମାନେେ ଯଦି ମାେତେ ସହେି ସ୍ବପ୍ନ ବିଷଯ ରେ ନ ଜଣାଅ ତବେେ ତୁମ୍ଭମାନେେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡାଇବା ପାଇଁ ତୁମ୍ଭମାନେେ ମାେ ସମ୍ମୁଖ ରେ ମିଥ୍ଯା ଓ ପ୍ରବଞ୍ଚନା ବାକ୍ଯ କହିବା ପାଇଁ ପ୍ରସ୍ତୁତ ହାଇେଅଛ। ଏଣୁ ତୁମ୍ଭମାନେେ ସ୍ବପ୍ନଟି ମାେତେ କୁହ, ତାହା ହେଲେ ତୁମ୍ଭମାନେେ ଯେ ତହିଁର ଅର୍ଥ ମାେ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।

ଆମୋଷ 8:11

ସଦାପ୍ରଭୁ କୁହନ୍ତି:

ମୀଖା 7:16

ଗୋଷ୍ଠୀସକଳ ସହେି ସମସ୍ତ ଆଶ୍ଚର୍ୟ୍ଯ କର୍ମ ଦେଖି ଲଜ୍ଜିତ ହବେେ। ସମାନଙ୍କେର ପରାକ୍ରମ ଆମ୍ଭ ତୁଳନା ରେ କିଛି ନୁହେଁ ବୋଲି ସମାନେେ ଅନୁଭବ କରିବେ। ସମାନେେ ଚଳିତ ହାଇେ ନିଜନିଜ ମୁଖ ରେ ହସ୍ତ ଦବେେ ଓ କର୍ଣ୍ଣକୁ ଆବୃତ କରିବେ, ଶୁଣିବାରୁ ନିବୃତ ହବେେ।

ଯିଖରିୟ 13:4

ସଦେିନ ପ୍ରେତ୍ୟକକ ଭବିଷ୍ଯତ-ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହବେେ। ସମାନେେ ଭବିଷ୍ଯତ୍ବକ୍ତାପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:8

ସମାନେେ ମାଶାଙ୍କେୁ ବି ରୋଧ କରିଥିଲେ। ସହେିଭଳି ଏହି ଲୋକମାନେ ମଧ୍ଯ ସତ୍ଯର ବିରୋଧ କରନ୍ତି, ସମାନଙ୍କେର ମନ ବିପଥଗାମୀ। ଈଶ୍ବର ବିଶ୍ବାସର ଅନୁସରଣ କରିବା ରେ ଏମାନେ ବିଫଳ ହାଇେଛନ୍ତି।

Interlinear

Choose Theme